Posts

Showing posts with the label ନକଲି ୱେବସାଇଟ

ଫେକ୍ ୱେବସାଇଟ୍ ବିରୋଧରେ ଭାରତର କଠୋର ଅଭିଯାନ, ଚିନ୍ତା ରେ ଡୋମେନ୍ ବିକ୍ରେତା।

Image
ଭାରତରେ ବଢ଼ୁଥିବା ସାଇବର ଠକେଇ ଓ ବଡ଼ ବ୍ରାଣ୍ଡଙ୍କ ନାମରେ ନକଲି ୱେବସାଇଟ୍ ସୃଷ୍ଟିକୁ ରୋକିବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଜାରି କରିଥିବା କଠୋର ନିର୍ଦ୍ଦେଶକୁ ନେଇ  ଡୋମେନ୍ ରେଜିଷ୍ଟ୍ରାର GoDaddy ଗୁରୁତର ଆପତ୍ତି ଉଠାଇଛି। କମ୍ପାନୀର ମତରେ, ଏହି ନିୟମ କେବଳ ନକଲି ୱେବସାଇଟ୍‌କୁ ନୁହେଁ, ବରଂ ଲକ୍ଷ ଲକ୍ଷ ବୈଧ ୱେବସାଇଟ୍ ମାଲିକଙ୍କ ଗୋପନୀୟତା ଓ ସୁରକ୍ଷାକୁ ମଧ୍ୟ ବିପଦରେ ପକାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।                                                                          ରିପୋର୍ଟ ଆଧାରରେ ଏହି ବିବାଦର ଆରମ୍ଭ ହୋଇଥିଲା, ଯେତେବେଳେ Amazon, Microsoft, McDonald's, Xiaomi ଏବଂ Colgate-Palmolive ସହିତ ଅନେକ ବଡ଼ କମ୍ପାନୀ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲେ ଯେ ସେମାନଙ୍କ ନାମ ଓ ଟ୍ରେଡ୍‌ମାର୍କ ଅବୈଧ ଭାବରେ ବ୍ୟବାହେର ହେଉଛି |   କମ୍ପାନୀ କହିଛି ଯେ ଏହି ନିୟମ ଫଳରେ ସାଧାରଣ ୱେବସାଇଟ୍ ମାଲିକଙ୍କ ନାମ, ଠିକଣା, ଫୋନ୍ ନମ୍ବର ଓ ଇ-ମେଲ୍ ଭଳି ବ୍ୟକ୍ତିଗତ ସୂଚନା...