Posts

Showing posts with the label AI

AI ର ଭୁଲ ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Image
                                 ଭାରତର ସୁପ୍ରିମକୋର୍ଟ କୃତ୍ରିମ ବୁଦ୍ଧିମତା (AI) ଦ୍ୱାରା ସୃଷ୍ଟ ଭୁଲ କିମ୍ବା ଅସ୍ତିତ୍ୱହୀନ ନ୍ୟାୟିକ ନଜିର  ବ୍ୟବହାରକୁ ନେଇ କଡ଼ା ମତ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏପରି ଭୁଲ ନଜିର ଉପରେ ଆଧାରିତ ରାୟ ନ୍ୟାୟ ପ୍ରକ୍ରିୟା ପାଇଁ ଭୁଲ ସାବ୍ୟସ୍ତ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।    ଖଣ୍ଡପୀଠ ଏକ ମାମଲାର ଶୁଣାଣି ସମୟରେ ଦେଖିଥିଲେ ଯେ, ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ୍ (NCLT) ଏହାର ରାୟରେ AI ଦ୍ୱାରା ସୃଷ୍ଟ କିଛି ଭୁଲ ଓ ବାସ୍ତବରେ ଅସ୍ତିତ୍ୱ ନଥିବା ନ୍ୟାୟିକ ନଜିରକୁ ଉଦ୍ଧୃତ କରିଥିଲା। ପରବର୍ତ୍ତୀ ସମୟରେ NCLAT ମଧ୍ୟ ସେହି ରାୟକୁ ବଜାୟ ରଖିଥିଲା।  , କୌଣସି ରାୟ ଯଦି ଭୁଲ କିମ୍ବା AI ଦ୍ୱାରା ସୃଷ୍ଟ କଳ୍ପିତ ନଜିର ଉପରେ ଆଧାରିତ ଥାଏ, ତେବେ ତାହା ଆଇନ ଦୃଷ୍ଟିରେ ବୈଧ ରାୟ ନୁହେଁ। ଏପରି ରାୟ ଆଇନର ଶାସନକୁ କ୍ଷୁଣ୍ଣ କରେ ଏବଂ ଏହାକୁ ରଦ୍ଦ କରିବା ଆବଶ୍ୟକ ବୋଲି ରିପୋର୍ଟ ପ୍ରକାଶ ପାଇଛି। , AI ବ୍ୟବହାର କରି ତଥ୍ୟ ସଂଗ୍ରହ କରାଯାଇପାରେ, କିନ୍ତୁ ସେହି ତଥ୍ୟକୁ ଯାଞ୍ଚ ନକରି ଅଦାଲତରେ ଉପସ୍ଥାପନ କରିବା କିମ୍ବା ତାହାକୁ ରାୟର ଆଧାର କରିବା କେବେ ବି ଗ୍ରହଣୀୟ ନୁହେଁ। ଓକିଲମାନେ ଯା...

ଆଶ୍ୱାସନା ଦେଲା ଆମେରିକା, ପ୍ରଯୁକ୍ତି କ୍ଷେତ୍ରରେ ଅଧିକାର ମିଳିଲେ ହଠାତ୍ ପ୍ରତ୍ୟାହାର କରାଯିବ ନାହିଁ।

Image
                                                                               ( AI generated photo) ଆଶ୍ୱାସନା କୁ ଗୁରୁତ୍ୱପୂର୍ଣ ବୋଲି ମନେକରୁଛି ଭାରତ। AI ପ୍ରଯୁକ୍ତି ର ନିରନ୍ତର ଉପଲବ୍ଧତା ନେଇ ଭାରତର ଚିନ୍ତା ପ୍ରକଟ। ଭାରତ-ଆମେରିକା ପ୍ରଯୁକ୍ତି ସହଯୋଗରେ ଏକ ସକାରାତ୍ମକ ସନ୍ଦେଶ ସାମ୍ନାକୁ ଆସିଛି। ଆମେରିକା ସ୍ପଷ୍ଟ କରିଛି ଯେ, ଭାରତକୁ ଥରେ ଯେଉଁ ଉନ୍ନତ ପ୍ରଯୁକ୍ତିର ପ୍ରବେଶାଧିକାର ଦିଆଯିବ, ତାହାକୁ ପରବର୍ତ୍ତୀ ସମୟରେ ହଠାତ୍ ପ୍ରତ୍ୟାହାର କରାଯିବ ନାହିଁ। ଏହି ସୂଚନା ଦେଇଛନ୍ତି ଭାରତର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (MeitY) ସଚିବ ଏସ୍. କୃଷ୍ଣନ।  ଆମେରିକାରେ ଆୟୋଜିତ Pax Silica Summit ଅବସରରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତା (AI), ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୟରେ ଭାରତ ଉନ୍ନତ AI ପ୍ରଯୁକ୍ତିର ନିରନ୍ତର ଉପଲବ୍ଧତା ନେଇ ଚିନ୍ତା ପ୍ରକାଶ କରିଥିଲା।  ଏସ୍....