Posts

Showing posts with the label ମୂଳ ନିଯୁକ୍ତିଦାତା

କର୍ମଚାରୀଙ୍କ ପାଇଁ ବଡ଼ ଉପହାର: କେନ୍ଦ୍ର ସରକାର ଅଧିସୂଚିତ କଲେ ନୂଆ EPF Scheme-2026।

Image
                                                                 କେନ୍ଦ୍ର ସରକାର ଦେଶର କୋଟି କୋଟି ବେତନଭୋଗୀ କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ Employees' Provident Fund (EPF) Scheme, 2026 କୁ ସରକାରୀ ଭାବେ ଅଧିସୂଚିତ କରିଛନ୍ତି। ଏହି ନୂତନ ଯୋଜନା 1952 ମସିହାର EPF ଯୋଜନାକୁ ପ୍ରତିସ୍ଥାପିତ କରିଛି ଏବଂ Code on Social Security, 2020 କାର୍ଯ୍ୟକାରୀ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଏହି ନୂଆ ବ୍ୟବସ୍ଥା ୨୯ ଜୁନ୍ ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇଛି ବୋଲି ରିପୋର୍ଟ ରେ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ  ଅନୁସାରେ ନୂଆ EPF ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରଭିଡେଣ୍ଟ ଫଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍, ସ୍ୱଚ୍ଛ ଏବଂ ଅଧିକ କାର୍ଯ୍ୟକ୍ଷମ କରିବା। ଏହା ମାଧ୍ୟମରେ ଅନଲାଇନ୍ ଆବେଦନ, ଇ-ପାସବୁକ୍, UAN ଆଧାରିତ ସେବା ଏବଂ ଇଲେକ୍ଟ୍ରୋନିକ୍ ଫାଇଲିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଫଳରେ କର୍ମଚାରୀମାନେ ଘରେ ବସି ଅଧିକାଂଶ EPF ସେବା ପାଇପାରିବେ।  ସରକାର ସ୍ପଷ୍ଟ...