Posts

Showing posts with the label ଗେଜେଟ ପ୍ରମାନପତ୍ର

ଓଡିଶା ଗେଜ଼ଟ ͖ ବିଂଜ୍ଞପ୍ତି ପ୍ରମାଣପତ୍ର ପାଇଁ ଆବେଦନ ପ୍ରକ୍ରିୟା

Image
                                                                    ଓଡିଶା ଗେଜେଟ ବିଜ୍ଞପ୍ତି  ହେଉଛି ସରକାରୀ ଭାବରେ କୌଣସି ତଥ୍ୟ, ପରିବର୍ତ୍ତନ ବା ଘୋଷଣାକୁ ସାର୍ବଜନୀନ କରିବା ପାଇଁ ପ୍ରକାଶିତ ଏକ ଆଧିକାରିକ ଡକ୍ୟୁମେଣ୍ଟ। ଏହାକୁଓଡିଶା ସରକାର ଙ୍କ  ଦ୍ୱାରା ପ୍ରକାଶ କରାଯାଏ ଏବଂ ଏହାର ଆଇନଗତ ମୂଲ୍ୟ ରହିଛି। ସାଧାରଣତଃ ବ୍ୟକ୍ତିଗତ  ନାମ ପରିବର୍ତ୍ତନ, କମ୍ପାନୀ ବା ବ୍ୟବସାୟ ପ୍ରତିଷ୍ଠାନ ଭାଗିଦାରୀ ପରିବର୍ତନ  ପାଇଁ ଗେଜେଟ ବିଜ୍ଞପ୍ତି ଆବଶ୍ୟକ ହୁଏ। ଓଡିଶାରେ ଗେଜେଟ ନୋଟିଫିକେସନ ପାଇଁ ଆବେଦନ କରିବା ପ୍ରକ୍ରିୟା କିଛି  ପଦକ୍ଷେପ ଭିତରେ ବିଭକ୍ତ: ଆବେଦନ ପତ୍ର ପ୍ରସ୍ତୁତି ପାଇଁ ପ୍ରଥମେ ଆପଣଙ୍କୁ ଏକ ସଠିକ୍ ଫର୍ମାଟ୍‌ରେ ଆବେଦନ ପତ୍ର ତିଆରି କରିବାକୁ ପଡିବ। ଏଥିରେ ଆପଣଙ୍କ ପୁରୁଣା ତଥ୍ୟ ଓ ନୂତନ ପରିବର୍ତ୍ତନ ତଥ୍ୟ ସ୍ପଷ୍ଟ ଭାବରେ ରହିବା ଆବଶ୍ୟକ। ଆ ଫିଡେଭିଟ୍‌ (Affidavit) କେମିତି ତିଆରି କରିବେ ?  ନୋଟାରୀ ବା ମେଜିଷ୍ଟ୍ରେଟ୍ ଙ୍କ ପାଖରେ ଏକ ଅଫିଡେଭିଟ୍‌ ପ୍ରସ୍ତୁତ କରି ସିଲ ଓ ସାଇନ...