Posts

Showing posts with the label ସର୍ବୋଚ୍ଚ ଅଦାଲତ

ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଗୁରୁତ୍ୱପୂର୍ଣ ଅସ୍ଥାୟୀ ଆଦେଶ, ଅନୁମତି ବିନା କୋର୍ଟ ର ଅଡିଓ ଭିଡିଓ ଅପଲୋଡ଼ ସେୟାର କଲେ କାର୍ଯ୍ୟାନୁଷ୍ଠାନ।

Image
କୋର୍ଟର ଶୁଣାଣି ସମୟର ଅଡିଓ ଓ ଭିଡିଓ ରେକର୍ଡିଂକୁ କାଟଛାଟ କରି ସୋସିଆଲ ମିଡିଆରେ ଭାଇରାଲ୍ କରିବା ଘଟଣାକୁ ଗୁରୁତର ଭାବେ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ଥାୟୀ ଆଦେଶ ଜାରି କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ଅଦାଲତର ପୂର୍ବ ଅନୁମତି ବିନା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା କୋର୍ଟ ଶୁଣାଣିର ଅଡିଓ କିମ୍ବା ଭିଡିଓ ରେକର୍ଡିଂକୁ ଅପଲୋଡ୍, ସେୟାର, ସମ୍ପାଦନ, ପୁନଃପ୍ରଚାର କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି।                                                                            ପ୍ରକାଶିତ ରିପୋର୍ଟ ଅନୁସାରେ :- ମୁଖ୍ୟ ବିଚାରପତି ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଉଚ୍ଚ ନ୍ୟାୟାଳୟର କ୍ଷେତ୍ରରେ ରେଜିଷ୍ଟ୍ରାର ଜେନେରାଲ୍ ଏବଂ ସର୍ବୋଚ୍ଚ ନ୍ୟାୟାଳୟ କ୍ଷେତ୍ରରେ ସେକ୍ରେଟାରି ଜେନେରାଲଙ୍କ ଲିଖିତ ଅନୁମତି ବିନା ଏପରି କାର୍ଯ୍ୟ କରାଯିବ ନାହିଁ। ତେବେ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶ ସାମ୍ବ...

ଆଶାରାମ ବାପୁ ଙ୍କ ସ୍ୱାସ୍ଥ୍ୟଗତ କାରଣ ଜାମିନ ଯୋଗ୍ୟ ନହେଲେ ଜାମିନ ଦେବାକୁ ଅନିଛୁକ ସର୍ବୋଚ୍ଚ ଅଦାଲତ।

Image
                                                                             ଅବନତି ହେଲେ ବିଚାର କରିବେ ସୁପ୍ରିମ କୋର୍ଟ ୨୦୧୩ ମସିହାର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଆସାରାମ ବାପୁଙ୍କୁ ତୁରନ୍ତ ଅନ୍ତରୀଣ ଜାମିନ ଦେବାକୁ ସର୍ବୋଚ୍ଚ ଅଦାଲତ ଅସ୍ୱୀକାର କରିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଭାବେ ଅବନତି ହେଲେ ଏହି ଆବେଦନ ଉପରେ ବିଚାର କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।   ସୁପ୍ରିମ କୋର୍ଟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବା ପୂର୍ବରୁ କିମ୍ବା ସ୍ୱାସ୍ଥ୍ୟଗତ କାରଣ ସ୍ପଷ୍ଟ ଭାବେ ଜାମିନ ଯୋଗ୍ୟ ବୋଲି ପ୍ରମାଣିତ ନ ହେଲା ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେବାକୁ ଅଦାଲତ ଇଚ୍ଛୁକ ନୁହେଁ। ଏହା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଉତ୍ତର ଦାଖଲ କରିବାକୁ ସମୟ ଦିଆଯାଇଛି।  ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଆସାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ବର୍ତ୍ତମାନ ସେ ନିଜ ଦୋଷସାବ୍ୟସ୍ତ...