Posts

Showing posts with the label ସ୍ୱୀକୃତି

ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକରେ ଅନୁମତି କିମ୍ବା ସ୍ୱୀକୃତି ଅଛି କି ନାହିଁ, ଯାଞ୍ଚ ପାଇଁ ରାଜ୍ୟ ସରକାର. ଙ୍କ ନିର୍ଦ୍ଦେଶ।

Image
ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (NGO) ପରିଚାଳିତ ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟ ର ସର୍ଭେ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସମାଜ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ (SSEPD) ବିଭାଗର ଅନୁମତି କିମ୍ବା ସ୍ୱୀକୃତି ବିନା କୌଣସି ବିଦ୍ୟାଳୟ ଚାଲୁଛି କି ନାହିଁ, ତାହା ଯାଞ୍ଚ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।                                                                            ପ୍ରକାଶିତ ରିପୋର୍ଟ ଅନୁସାରେ  ଏହି ସମ୍ପର୍କରେ SSEPD ବିଭାଗର ଅତିରିକ୍ତ ସଚିବ ଭାସ୍କର ରାଇଟୋ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ (DSSO)ଙ୍କୁ ନିର୍ଦ୍ଦେଶ ପଠାଇଛନ୍ତି। ସର୍ଭେ ମାଧ୍ୟମରେ ବିଭାଗର ଅନୁମୋଦନ ବିନା କାର୍ଯ୍ୟ କରୁଥିବା ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟ ଚିହ୍ନଟ କରାଯିବ। ଯଦି ସର୍ଭେ ସମୟରେ ଏଭଳି କୌଣସି ବିଦ୍ୟାଳୟ ଚିହ୍ନଟ ହୁଏ, ତେବେ ସେହି ବିଦ୍ୟାଳୟଗୁଡ଼ିକୁ ସରକାରୀ ନିୟମାବଳୀ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ–2016 ଅନୁଯାୟୀ ଆବଶ୍ୟକ ଦଲିଲ ସହିତ ଆବେଦନ କରି ସ...