ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......
ଏଥରେ ଗୋପନୀୟତା କୁ ମୌଳିକ ଅଧିକାର ,ଆଧାର ନିଜସ୍ୱ ପରିଚୟ ପତ୍ର ,ନାଗରିକତ୍ବ ପ୍ରମାଣପତ୍ର ନୁହେଁ ,ଆପଣଙ୍କ ସମ୍ମତି ବିନା କେହି ବ୍ୟବହାର କରିପାରିବେ ନାହିଁ ,ଡାଟା ସୁରକ୍ଷିତ ପାଇଁ virtual id ବ୍ୟବହାର କରିପାରିବେ ଓ ଯେକୌଣସି ସ୍ଥାନରେ ବ୍ୟବହାର ଯୋଗ୍ୟ |
Section 2 – ପରିଭାଷା
ଏଠାରେ ଗୁରୁତ୍ୱପୂର୍ଣ ପଦ ପରିଭାଷିତ କରାଯାଇଛି:ଆଧାର ନମ୍ବର , ବାଯୋମେଟ୍ରିକ ସୂଚନା , ଡେମୋଗ୍ରାଫିକ ସୂଚନା
Section 3 – ଆଧାର ନମ୍ବର issue କରିବା ନିୟମ
ନିଜେ ଏନ୍ରୋଲ କରି ଆଧାର ପାଇପାରିବ ,ଆଧାର ନମ୍ବର ଏକ ନମ୍ବର ମିଳେ, ଏହା ଆଇନଗତ ବୈଧ।
Section 4 – ଆଧାର ନିଜସ୍ୱ ପରିଚୟ
ଆଧାର = ନିଜସ୍ୱ ପରିଚୟ ପ୍ରମାଣପତ୍ର। ଆଧାର ନିଜସ୍ୱ ପରିଚୟ ସ୍ଥାପନ କରେ। ଯେ କୌଣସି ସ୍ଥାନରେ ବ୍ୟବହାର କରିପାରିବେ | ନାଗରିକତ୍ୱ ପ୍ରମାଣ ନୁହେଁ |
Section 7 – Subsidy / DBT
ସରକାରୀ ସୁବିଧା ପାଇଁ ଆଧାର |
LPG, ration, pension etc.
ଆଧାର ପ୍ରମାଣିକରଣ ଦରକାର :-
Section 8 – Authentication
ଆଧାର ଯାଞ୍ଚ ପ୍ରକ୍ରିୟା :-OTP / biometric ,ବ୍ୟବହାରକାରୀ ଙ୍କ ସମ୍ମତି ଦରକାର।
Section 9 – ନାଗରିକତ୍ୱ ପ୍ରମାଣ ନୁହେଁ, କେବଳ ନିଜସ୍ୱ ପରିଚୟ।
Section 11–20 – UIDAI (Authority)
Unique Identification Authority of India
ଆଧାର system ପରିଚାଳନା କରେ, Data store କରେ,ନୀତି କାର୍ଯ୍ୟକାରୀ କରେ
Section 23 – Power of UIDAI
UIDAI ର କ୍ଷମତା ,ନୀତି କାର୍ଯ୍ୟକାରୀ କରିବା ,ଡାଟା ପରିଚାଲନା ,Update process control
Section 28 – Security of Data
Data protection rule: Biometric ନିରାପଦ ରଖିବା,Unauthorized access ନିଷେଧ
Section 29 – Data Sharing Restriction
Aadhaar data share କରିପାରିବେ ନାହିଁ
Section 37–47 – ଅପରାଧ & ଫାଇନ
ଆଧାର ଅପବ୍ୟବହାର ପାଇଁ ଦଣ୍ଡ।
ନକଲି ଆଧାର ,ଡାଟା ଲିକ ,ଫାଇନ + ଜେଲ
Section 54 – ନିୟମ ତିଆରି କ୍ଷମତା (ସବୁଠାରୁ ଗୁରୁତ୍ୱପୂର୍ଣ )
ସରକାର / UIDAI rules ବନାଇପାରିବେ , ଆଧାର ଆଇନ ରେ କ୍ଷମତା ପ୍ରଦାନ କରାଯାଇଛି।
ଏଠାରୁ Regulations ଆସିଛି
(Enrolment & Update Rules etc.)
ଗୁରୁତ୍ୱପୂର୍ଣ ବାସ୍ତବ ତଥ୍ୟ
ନାମ / ଠିକଣା / ଜନ୍ମ ତାରିଖ ସୁଧାର ପାଇଁ
Act ରେ ନୁହେଁ
Regulations 2016 ରେ ଅଛି
ଆଧାର ଆଇନ -2016 ପରିଚୟ ପ୍ରଣାଳୀ, ଓ UIDAI ଦ୍ୱାରା ନିୟମ ମାଧ୍ୟମରେ କାର୍ଯ୍ୟକାରୀ ହୁଏ।
Source:-Greatfuture Info, uidai official website
Rewriting AI-Assisted, (AI generated photo)
Follow the Greatfuture Info channel on WhatsApp:
Comments
Post a Comment