Posts

Showing posts with the label SIR

ନୂତନ ଭୋଟର ପାଇଁ ଆବେଦନ ସମୟରେ ପିତା -ମାତା ଙ୍କ SIR ବିବରଣୀ ଦେବା ବାଧ୍ୟତାମୂଳକ।

Image
ନିର୍ବାଚନ କମିଶନ ଭୋଟର ତାଲିକାରେ ନାମ ଯୋଡ଼ିବା ପ୍ରକ୍ରିୟାକୁ ନେଇ ଏକ ନୂଆ ନିର୍ଦ୍ଦେଶ ଜାରି କରିଛି। ବର୍ତ୍ତମାନ ଫର୍ମ-୬ ମାଧ୍ୟମରେ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ନିଜ ମାତା-ପିତାଙ୍କ Special Intensive Revision (SIR) ସମ୍ବନ୍ଧୀୟ ବିବରଣୀ ମଧ୍ୟ ଦାଖଲ କରିବାକୁ ପଡ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।                                                                                  ( AI generated photo) ପ୍ରକାଶିତ ରିପୋର୍ଟ ଅନୁସାରେ :- ନିର୍ବାଚନ କମିଶନର ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥା କେବଳ ପୂର୍ବରୁ ଭୋଟର ତାଲିକାରେ ଥିବା ମତଦାତାଙ୍କ ପାଇଁ ନୁହେଁ, ବରଂ ନୂଆ ଭୋଟର ଭାବେ ନାମ ଯୋଡ଼ିବାକୁ ଆବେଦନ କରୁଥିବା ସମସ୍ତଙ୍କ ପାଇଁ ମଧ୍ୟ ପ୍ରଯୋଜ୍ୟ ହେବ। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଫର୍ମ-୬ର ମୂଳ ଢାଞ୍ଚାରେ କୌଣସି ସଂଶୋଧନ କରାଯାଇନାହିଁ। କେବଳ ପ୍ରଶାସନିକ ନିର୍ଦ୍ଦେଶ ମାଧ୍ୟମର...

ଓଡ଼ିଶା SIR ଅପଡେଟ୍, ପ୍ରାରମ୍ଭିକ ତାଳିକାରୁ 20 ଲକ୍ଷ୍ୟ ଭୋଟର ବାଦ ପଡିଥିବା ସୂଚନା।

Image
ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ୍ (SIR)  ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟର ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ କରିଛନ୍ତି ଭାରତର ନିର୍ବାଚନ ଆୟୋଗ। ଏହି ସଂଶୋଧନ ପ୍ରକ୍ରିୟାରେ ୨୦ ଲକ୍ଷରୁ ଅଧିକ ନାମ ଭୋଟର ତାଲିକାରୁ ବାଦ ପଡ଼ିଥିବା ସୂଚନା ମିଳିଛି।ବୋଲି ସୂତ୍ର ଆଧାରିତ ରିପୋର୍ଟ ପ୍ରକାଶ ପାଇଛି।                                                            ହୋଇଥିବା ଯାଞ୍ଚ ଏବଂ ନାମାଙ୍କନ ସତ୍ୟତା ଯାଞ୍ଚ ପରେ ମୋଟ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ପ୍ରାରମ୍ଭିକ ତାଲିକାରୁ ବାଦ ଦିଆଯାଇଛି। ତେବେ ଏହି ନାମ ବାଦ ହେବାର ଅର୍ଥ ସମ୍ପୂର୍ଣ ଭାବେ ଭୋଟର ଅଧିକାର ହରାଇବା ନୁହେଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରି ସଂଶୋଧନ କରିବାର ସୁଯୋଗ ରହିଛି। ପ୍ରକାଶିତ ରିପୋର୍ଟ ତଥ୍ୟ ଅନୁସାରେ, ୮.୩୨ ଲକ୍ଷ ନାମ ମୃତ ଭୋଟରଙ୍କ, ୧୦.୦୭ ଲକ୍ଷ ନାମ ସ୍ଥାନାନ୍ତରିତ କିମ୍ବା ଯାଞ୍ଚ ବେଳେ ଅନୁପସ୍ଥିତ ଥିବା ବ୍ୟକ୍ତିଙ୍କ, ଏବଂ ୧.୫୮ ଲକ୍ଷ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ଥିବାରୁ ବାଦ କରାଯାଇଛି। ଏହା ଛଡ଼ା କିଛି ମାମଲାରେ ଆବଶ୍ୟକ ଦସ୍...