Posts

Showing posts with the label GO-EAST ପ୍ଲାଟଫର୍ମ

ଶିଳ୍ପ ବିକାଶ କ୍ଷେତ୍ରରେ GO-EAST ନୀତି ନୂଆ ଆଶାର କିରଣ।

Image
                                                                 GO-EAST’ ର ଲକ୍ଷ୍ୟ ପୁଞ୍ଜିନିବେଶ ର ଆକର୍ଷଣ, ଶିଳ୍ପ ସ୍ଥାପନ ରେ ସହଜତା, ପଛୁଆ ଅଞ୍ଚଳର  ର ସନ୍ତୁଳିତ ବିକାଶ କୁ ସୁନିଶ୍ଚିତ କରିବା। IPICOL ମଧ୍ୟରେ ଏକ ସ୍ୱତନ୍ତ୍ର GO-EAST cell। ପ୍ରକଳ୍ପର ଅନୁମୋଦନ ଓ ପ୍ରଗତି ଉପରେ ରିୟଲ୍-ଟାଇମ୍ ନଜର ରଖିବା ପାଇଁ Go SWIFT ଡିଜିଟାଲ୍ ମଡ୍ୟୁଲ୍ ସ୍ଥାପନ କରାଯିବ।  6 ଲକ୍ଷ୍ୟ ନିଯୁକ୍ତି ସୃଷ୍ଟି ହେବା ସମ୍ଭବନା ରହିଛି। ଓଡ଼ିଶାର ନୂଆ ‘GO-EAST’ ନୀତି: ଶିଳ୍ପ ବିକାଶକୁ ନୂଆ ଗତି, ପଛୁଆ ଜିଲ୍ଲାକୁ ମିଳିବ ବିଶେଷ ପ୍ରୋତ୍ସାହନ।ଶିଳ୍ପ ସ୍ଥାପନ କୁ ସହଜ କରିବା  ଓଡ଼ିଶା ସରକାର ରାଜ୍ୟର ଶିଳ୍ପ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ‘GO-EAST’ (Government of Odisha – Eastern Investment Accelerator and Special Task Force) ନାମକ ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ଏହା ସହିତ Industrial Policy Resolution (IPR)-2022ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଏହି ଘୋଷଣାର ଉଦ୍ଦେଶ୍ୟ ହେଉଛ...