Posts

Showing posts with the label ନକଲି ପରୀକ୍ଷାର୍ଥୀ ଚିହ୍ନଟ

UPSC ପରୀକ୍ଷ୍ୟାର୍ଥୀ ଙ୍କ ପରୀକ୍ଷ୍ୟା ହଲରେ "ମୁହଁ ପ୍ରମାଣିକରଣ" ବାଧ୍ୟତାମୂଳକ।

Image
                                                                                  ନିକଟରେ UPSC (Union Public Service Commission) ଅସଲି ପରୀକ୍ଷାର୍ଥୀ ଚି଼ହ୍ନଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏବେ UPSC ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷ୍ୟା ହଲରେ face authentication (ମୁହଁ ପ୍ରମାଣିକରଣ) ବାଧ୍ୟତାମୂଳକ କରିଛି । ଏହି ନୂତନ ବ୍ୟବସ୍ଥା ପରୀକ୍ଷାର ସୁରକ୍ଷା, ପ୍ରମାଣିକତା ଏବଂ ଅସଲି ପରୀକ୍ଷାର୍ଥୀ ଚି଼ହ୍ନଟ ପ୍ରକ୍ରିୟା କୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଖବର UPSC ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ୍ୟାଧିକ ପରୀକ୍ଷାର୍ଥୀ ଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ପୂର୍ବରୁ UPSC ପରୀକ୍ଷାରେ ଆଧାର କାର୍ଡ, ଅନ୍ୟ ପରିଚୟ ପତ୍ର , ଏବଂ ହଲ୍ ଟିକେଟ୍ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ପରିଚୟ ଯାଞ୍ଚ କରାଯାଉଥିଲା। କିନ୍ତୁ ଅନେକ ସମୟରେ ନକଲି ପରୀକ୍ଷାର୍ଥୀ ବା ସେ ସ୍ଥାନରେ ଅନ୍ୟ ଜଣେ ପରୀକ୍ଷା ଦେବା ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସୁଥ...