Posts

Showing posts with the label ନାମ ସଂଶୋଧନ

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......

Image
                                                                   ବର୍ତମାନ ସମୟରେ ଭାରତବର୍ଷ ରେ  ଗୁରୁତ୍ୱପୂର୍ଣ ପରିଚୟ ପତ୍ର ହେଉଛି ଆଧାର | ଏହା ମାର୍ଚ୍ଚ 11 2016 ମସିହା ରେ ଆଧାର ଆଇନ -2016 ଓ 2018 ରେ  ସୁପ୍ରିମକୋର୍ଟ  ରାୟ ଦ୍ୱାରା ଆଇନଗତ ମାନ୍ୟତା ପାଇସାରିଛି |ପ୍ରଥମେ ଏହାକୁ money bill ଭାବେ ଲୋକସଭା ରେ ପାସ କରାଯାଇଥିଲା ପରେ ପରେ ଆଧାର ନମ୍ବର କୁ ଆଇନଗତ ମାନ୍ୟତା ମିଳିଲା |   ଏଥରେ ଗୋପନୀୟତା କୁ ମୌଳିକ ଅଧିକାର ,ଆଧାର ନିଜସ୍ୱ ପରିଚୟ ପତ୍ର ,ନାଗରିକତ୍ବ ପ୍ରମାଣପତ୍ର ନୁହେଁ ,ଆପଣଙ୍କ ସମ୍ମତି ବିନା କେହି ବ୍ୟବହାର କରିପାରିବେ ନାହିଁ ,ଡାଟା ସୁରକ୍ଷିତ ପାଇଁ virtual id ବ୍ୟବହାର କରିପାରିବେ ଓ ଯେକୌଣସି ସ୍ଥାନରେ ବ୍ୟବହାର ଯୋଗ୍ୟ | ନାମ ,ଜନ୍ମ ତାରିଖ ,ଲିଙ୍ଗ ,ଓ ଠିକଣା କୁ ନେଇ ତଥ୍ୟ ରହିଛି |ସରକାରୀ ରିହାତି ଓ DBT ,LPG ,RATION ଓ କେତେକ ସରକାରୀ ଯୋଜନା ପାଇଁ ବ୍ୟବହାର ଯୋଗ୍ୟ | ଯଦି ଏହି ତଥ୍ୟ ରେ ତ୍ରୁଟି ରହେ ତେବେ ସେ କ୍ଷେତ୍ର ରେ କାର୍ଯ୍ୟ କରିବା ଅସମ୍ଭବ |ଏହି ଗୁରୁତ୍ୱପୂର୍ଣ ଚାରିଟି ...