Posts

Showing posts with the label ତଥ୍ୟ

AI ର ଭୁଲ ତଥ୍ୟ ଆଧାରରେ ରାୟ ଦେବା ଅଗ୍ରହଣୀୟ: ସୁପ୍ରିମକୋର୍ଟ

Image
                                 ଭାରତର ସୁପ୍ରିମକୋର୍ଟ କୃତ୍ରିମ ବୁଦ୍ଧିମତା (AI) ଦ୍ୱାରା ସୃଷ୍ଟ ଭୁଲ କିମ୍ବା ଅସ୍ତିତ୍ୱହୀନ ନ୍ୟାୟିକ ନଜିର  ବ୍ୟବହାରକୁ ନେଇ କଡ଼ା ମତ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏପରି ଭୁଲ ନଜିର ଉପରେ ଆଧାରିତ ରାୟ ନ୍ୟାୟ ପ୍ରକ୍ରିୟା ପାଇଁ ଭୁଲ ସାବ୍ୟସ୍ତ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।    ଖଣ୍ଡପୀଠ ଏକ ମାମଲାର ଶୁଣାଣି ସମୟରେ ଦେଖିଥିଲେ ଯେ, ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ୍ (NCLT) ଏହାର ରାୟରେ AI ଦ୍ୱାରା ସୃଷ୍ଟ କିଛି ଭୁଲ ଓ ବାସ୍ତବରେ ଅସ୍ତିତ୍ୱ ନଥିବା ନ୍ୟାୟିକ ନଜିରକୁ ଉଦ୍ଧୃତ କରିଥିଲା। ପରବର୍ତ୍ତୀ ସମୟରେ NCLAT ମଧ୍ୟ ସେହି ରାୟକୁ ବଜାୟ ରଖିଥିଲା।  , କୌଣସି ରାୟ ଯଦି ଭୁଲ କିମ୍ବା AI ଦ୍ୱାରା ସୃଷ୍ଟ କଳ୍ପିତ ନଜିର ଉପରେ ଆଧାରିତ ଥାଏ, ତେବେ ତାହା ଆଇନ ଦୃଷ୍ଟିରେ ବୈଧ ରାୟ ନୁହେଁ। ଏପରି ରାୟ ଆଇନର ଶାସନକୁ କ୍ଷୁଣ୍ଣ କରେ ଏବଂ ଏହାକୁ ରଦ୍ଦ କରିବା ଆବଶ୍ୟକ ବୋଲି ରିପୋର୍ଟ ପ୍ରକାଶ ପାଇଛି। , AI ବ୍ୟବହାର କରି ତଥ୍ୟ ସଂଗ୍ରହ କରାଯାଇପାରେ, କିନ୍ତୁ ସେହି ତଥ୍ୟକୁ ଯାଞ୍ଚ ନକରି ଅଦାଲତରେ ଉପସ୍ଥାପନ କରିବା କିମ୍ବା ତାହାକୁ ରାୟର ଆଧାର କରିବା କେବେ ବି ଗ୍ରହଣୀୟ ନୁହେଁ। ଓକିଲମାନେ ଯା...

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

Image
                                                                ଇ -ଭୋଟର ଆଇଡି ରେ ମୋବାଇଲ ନମ୍ବର ଯୋଡିବା ବା ଅପଡେଟ କରିବା ସମୟରେ ଯଦି ଭୋଟର ରେକର୍ଡ ଆଧାର ଡାଟାବେସ ସହ ମେଳ ହେଉନାହିଁ, ତେବେ ସିଷ୍ଟମ ରେ ପ୍ରମାଣିକରଣ ତ୍ରୁଟି ଦେଖାଦିଏ, ଏବଂ ଭୋଟର ଆଇଡି ସହିତ ମୋବାଇଲ ନମ୍ବର ଲିଙ୍କ ହୁଏନାହିଁ.ପ୍ରଥମେ Voter ID ରେ ତଥ୍ୟ ଠିକ୍ କରନ୍ତୁ |  ଆପଣ Election Commission of India ର portal ବ୍ୟବହାର କରନ୍ତୁ। Form 8 fill କରନ୍ତୁ (Correction Form) ନାମ, ଜନ୍ମ ତାରିଖ, ଠିକଣା ଯେଉଁ ତଥ୍ୟ ଭୁଲ ଅଛି ସେଠି ଠିକ୍ କରନ୍ତୁ,ଆଧାର ସହ ମେଳ ରଖନ୍ତୁ। NVSP portal କୁ login କରନ୍ତୁ Profile section ରେ ଯାଇ mobile number update କରନ୍ତୁ OTP ଯାଞ୍ଚ ପରେ ଏହା ଲିଙ୍କ ହୋଇଯିବ। ଯଦି online ରେ problem ହେଉଛି: ନିକଟସ୍ଥ BLO (Booth Level Officer) କୁ ଯାଆନ୍ତୁ କିମ୍ବା Electoral Office ଯାଆନ୍ତୁ Documents ଦିଅନ୍ତୁ, Voter ID, Aadhaar,  Mobile number ଏହି ଡକ୍ୟୁମେଣ୍ଟ କୁ ସାଥିରେ ନିଅନ୍ତୁ। ସେମାନେ manually u...