Posts

Showing posts with the label ମାଗଣା ଶିକ୍ଷା

'ଜ୍ଞାନୋଦୟ' ଯୋଜନାକୁ କ୍ୟାବିନେଟ ମଞ୍ଜୁରି, KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା।

Image
                                      ଓଡ଼ିଶା ମନ୍ତ୍ରିମଣ୍ଡଳ ଚଳିତ ୨୦୨୬–୨୭ ଶିକ୍ଷାବର୍ଷରୁ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ ପାଇଁ ‘ଜ୍ଞାନୋଦୟ–ଶିକ୍ଷା ସମୃଦ୍ଧି’ ଯୋଜନାକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି ବୋଲି ରିପୋର୍ଟ ପ୍ରକାଶିତ ହୋଇଛି | ପ୍ରକାଶିତ ରିପୋର୍ଟ ଅନୁସାରେ :- ଏହି ଯୋଜନା ଅନୁଯାୟୀ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ନିୟମିତ ପାଠ୍ୟକ୍ରମରେ ଅଧ୍ୟୟନରତ ଯୋଗ୍ୟ ଛାତ୍ରଛାତ୍ରୀଙ୍କର ଭର୍ତ୍ତି ଶୁଳ୍କ ସମ୍ପୂର୍ଣ୍ଣ ମାଫ କରାଯିବ। ଶ୍ରେଣୀ ୯ରୁ ୧୨ ପର୍ଯ୍ୟନ୍ତ, ସ୍ନାତକ (UG) ଏବଂ ସ୍ନାତକୋତ୍ତର (PG) ଛାତ୍ରଛାତ୍ରୀ ଏହାର ସୁବିଧା ପାଇବେ। ରାଜ୍ୟରେ ପୂର୍ବରୁ ଶ୍ରେଣୀ ୮ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଚାଲୁ ଥିବାରୁ ବର୍ତ୍ତମାନ ଏହା KG ରୁ PG ପର୍ଯ୍ୟନ୍ତ ବିସ୍ତାରିତ ହେବ। ତେବେ ନିଜସ୍ୱ ପାଣ୍ଠି  ରେ  ବେସରକାରୀ ଅନୁଦାନବିହୀନ, PPP ମୋଡ୍‌ର ସଂସ୍ଥା ଏବଂ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ଏହି...