TERM, & CONDITION WITH DISCLAIMER

 TERM, & CONDITION WITH  DISCLAIMER

ଅପଡେଟ ଆରମ୍ଭ : ଏପ୍ରିଲ -୨୦୨୬

Update start: April-2026

अपडेट शुरू: अप्रैल-2026

Greatfuture  Info (https://www.greatfuture.in) ୱେବସାଇଟ୍‌ ଆପଣଙ୍କୁ ସ୍ୱାଗତ ଜଣାଉଛି । ଏହି ୱେବସାଇଟ୍ ବ୍ୟବହାର କରିବା ମାନେ ଆପଣ ନିମ୍ନଲିଖିତ ସର୍ତ୍ତାବଳୀ ଓ ଅସ୍ୱୀକରଣକୁ ପଢ଼ନ୍ତୁ , ବୁଝନ୍ତୁ ଏବଂ ସେଗୁଡ଼ିକୁ ମାନିବାକୁ ସମ୍ମତି ଦିଅନ୍ତୁ ।

Welcome to the Greatfuture  Info  (https://www.greatfuture.in) website. By using this website, you agree to read, understand and be bound by the following terms and disclaimers.

Greatfuture  Info  (https://www.greatfuture.in) वेबसाइट में आपका स्वागत है। इस वेबसाइट का इस्तेमाल करके, आप नीचे दिए गए नियमों और डिस्क्लेमर को पढ़ने, समझने और उनसे बंधे रहने के लिए सहमत हैं।

1. ୱେବସାଇଟ୍‌ର ବ୍ୟବହାର

ଏହି ୱେବସାଇଟ୍‌ରେ ପ୍ରକାଶିତ ସମସ୍ତ ସୂଚନା କେବଳ ସାଧାରଣ ତଥ୍ୟ ଓ ସଚେତନତା ପାଇଁ ଉଦ୍ଦିଷ୍ଟ। ୱେବସାଇଟ୍‌ର ଅପବ୍ୟବହାର, ଅବୈଧ କାର୍ଯ୍ୟ କିମ୍ବା ଅନ୍ୟଙ୍କ ଅଧିକାରର କ୍ଷତି ସାଧନ କରୁଥିବା କୌଣସି କାର୍ଯ୍ୟ ଅନୁମୋଦିତ ନୁହେଁ।

1. Use of the Website

All information published on this website is for general information and awareness purposes only. Any misuse of the website, illegal activities or any activity that harms the rights of others is not permitted.

1. वेबसाइट का इस्तेमाल

इस वेबसाइट पर दी गई सारी जानकारी सिर्फ़ आम जानकारी और जागरूकता के लिए है। वेबसाइट का कोई भी गलत इस्तेमाल, गैर-कानूनी काम या ऐसी कोई भी एक्टिविटी जिससे दूसरों के अधिकारों को नुकसान पहुँचता हो, उसकी इजाज़त नहीं है।

2. ସୂଚନାର ସଠିକତା

ଆମେ ସଠିକ୍, ନିର୍ଭରଯୋଗ୍ୟ ଏବଂ ଅପଡେଟ ସୂଚନା ପ୍ରକାଶ କରିବାକୁ ଚେଷ୍ଟା କରୁଛୁ। ତଥାପି ସମସ୍ତ ସୂଚନା ସବୁବେଳେ ସମ୍ପୂର୍ଣ୍ଣ, ତ୍ରୁଟିମୁକ୍ତ କିମ୍ବା ସର୍ବଦା ଅପଡେଟ ରହିବ ବୋଲି ଆମେ ଚେଷ୍ଟା ରହିଛି, କିନ୍ତୁ ନିଶ୍ଚିତତା ଦେଇପାରୁନାହୁଁ।

2. Accuracy of Information

We strive to publish accurate, reliable and up-to-date information. However, we make every effort to ensure that all information is complete, error-free or up-to-date at all times.

2. जानकारी की सटीकता

हम सही, भरोसेमंद और अप-टू-डेट जानकारी पब्लिश करने की कोशिश करते हैं। हालांकि, हम यह पक्का करने की पूरी कोशिश करते हैं कि सारी जानकारी हर समय पूरी, बिना गलती वाली या अप-टू-डेट हो।

3. ବୌଦ୍ଧିକ ସମ୍ପତ୍ତି

ଏହି ୱେବସାଇଟ୍‌ରେ ପ୍ରକାଶିତ ଲେଖା, ଚିତ୍ର, ଲୋଗୋ ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ପ୍ରଯୋଜ୍ୟ କପିରାଇଟ୍ ଏବଂ ଅନ୍ୟାନ୍ୟ ଆଇନଗତ ଅଧିକାର ଲାଗୁ ହୋଇପାରେ। ଆମର  ଅନୁମତି ବିନା ସେଗୁଡ଼ିକୁ ନକଲ, ପୁନଃପ୍ରକାଶ କିମ୍ବା ବ୍ୟବସାୟିକ ଭାବେ ବ୍ୟବହାର କରିବେ ନାହିଁ ।

3. Intellectual Property

The text, images, logos and other content published on this website may be subject to applicable copyright and other legal rights. They may not be copied, republished or used commercially without our permission.

3. इंटेलेक्चुअल प्रॉपर्टी

इस वेबसाइट पर पब्लिश किया गया टेक्स्ट, इमेज, लोगो और दूसरा कंटेंट लागू कॉपीराइट और दूसरे कानूनी अधिकारों के तहत आ सकता है। हमारी इजाज़त के बिना इन्हें कॉपी, दोबारा पब्लिश या कमर्शियली इस्तेमाल नहीं किया जा सकता है।

4. ବାହ୍ୟ ଲିଙ୍କ

ଏହି ୱେବସାଇଟ୍‌ରେ ଅନ୍ୟ ୱେବସାଇଟ୍‌ର ସୂଚନା ଆଧାରିତ ଲିଙ୍କ  ଥାଇପାରେ।ଅନ୍ୟ କୌଣସି ଲିଙ୍କ ଆମ ତରଫରୁ ପୋଷ୍ଟ କରାଯାଉନାହିଁ | ସେହି ୱେବସାଇଟ୍‌ଗୁଡ଼ିକର ବିଷୟବସ୍ତୁ, ସେବା କିମ୍ବା ଗୋପନୀୟତା ନୀତି ପାଇଁ Greatfuture  Info (https://www.greatfuture.in)  ଦାୟୀ ନୁହେଁ।
4. External Links
This website may contain informational links to other websites. No other links are posted on our behalf. Greatfuture Info (https://www.greatfuture.in) is not responsible for the content, services or privacy policies of those websites.
4. बाहरी लिंक
इस वेबसाइट में दूसरी वेबसाइटों के जानकारी वाले लिंक हो सकते हैं। हमारी तरफ से कोई दूसरा लिंक पोस्ट नहीं किया गया है। ग्रेटफ्यूचर इन्फो (https://www.greatfuture.in) उन वेबसाइटों के कंटेंट, सर्विस या प्राइवेसी पॉलिसी के लिए ज़िम्मेदार नहीं है।

5. ପରିବର୍ତ୍ତନର ଅଧିକାର

ଆମେ ଯେକୌଣସି ସମୟରେ ଏହି ସର୍ତ୍ତାବଳୀ କିମ୍ବା ୱେବସାଇଟ୍‌ର ବିଷୟବସ୍ତୁରେ ତ୍ରୁଟି ଥିଲେ ସଂଶୋଧନ କରି ସଠିକ ତଥ୍ୟ ଦେଇପାରିବୁ ।

5. Right to Change

We may correct any errors in these terms or the content of the website at any time.

5. बदलाव का अधिकार

हम इन शर्तों या वेबसाइट के कंटेंट में किसी भी गलती को कभी भी ठीक कर सकते हैं।

ଅସ୍ୱୀକରଣ 

ଏହି ୱେବସାଇଟ୍‌ରେ ପ୍ରକାଶିତ ସମ୍ବାଦ, ବିଶ୍ଳେଷଣ ଏବଂ ଅନ୍ୟାନ୍ୟ ସୂଚନା ବିଭିନ୍ନ ସାର୍ବଜନିକ ଉତ୍ସ, ସରକାରୀ ବିଜ୍ଞପ୍ତି ଓ ୱେବସାଇଟ , ପ୍ରେସ ବିଜ୍ଞପ୍ତି ଓ ବିଶ୍ୱସନୀୟ ସୂତ୍ର ,AI ଆଧାରରେ ପ୍ରସ୍ତୁତ କରାଯାଏ। କେତେକ ଲେଖା ବ୍ୟାଖ୍ୟାମୂଳକ କିମ୍ବା ସଂକ୍ଷିପ୍ତ ରୂପରେ ଉପସ୍ଥାପିତ ହୋଇପାରେ।

ଏହି ୱେବସାଇଟ୍‌ରେ ପ୍ରକାଶିତ ସୂଚନାକୁ ଆଇନଗତ, ଆର୍ଥିକ, ଚିକିତ୍ସା କିମ୍ବା ଅନ୍ୟ କୌଣସି ପେସାଦାର ପରାମର୍ଶର ବିକଳ୍ପ ଭାବେ ଧରାଯିବ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ଅବଗତ କରନ୍ତୁ |

ଯଦି ଆପଣଙ୍କୁ ଲାଗେ ଯେ ଏହି ୱେବସାଇଟ୍‌ର କୌଣସି ବିଷୟବସ୍ତୁ ଆପଣଙ୍କ କପିରାଇଟ୍ କିମ୍ବା ଅନ୍ୟ କୌଣସି ଅଧିକାରର ଉଲ୍ଲଂଘନ କରୁଛି, ତେବେ Contact Us ପୃଷ୍ଠାରେ ଦିଆଯାଇଥିବା ଇ -ମେଲ ମାଧ୍ୟମରେ ଆମ ସହ ଯୋଗାଯୋଗ କରନ୍ତୁ। ଯଥୋଚିତ ସମୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ଏହି ୱେବସାଇଟ୍ ବ୍ୟବହାର କରି ଆପଣ ଉପରୋକ୍ତ ସର୍ତ୍ତାବଳୀ ଓ ଅସ୍ୱୀକରଣକୁ ସ୍ୱୀକାର କରୁଛନ୍ତି।

Disclaimer

The news, analysis and other information published on this website is prepared based on various public sources, government notifications and websites, press releases and reliable sources, AI. Some articles may be presented in an explanatory or summary form.

The information published on this website should not be considered as a substitute for legal, financial, medical or any other professional advice. Please inform us before taking any important decision.

If you feel that any content on this website violates your copyright or any other rights, then contact us through the e-mail provided on the Contact Us page. Necessary steps will be taken after due review.

By using this website, you agree to the above terms and disclaimer.

डिस्क्लेमर

इस वेबसाइट पर पब्लिश न्यूज़, एनालिसिस और दूसरी जानकारी अलग-अलग पब्लिक सोर्स, सरकारी नोटिफिकेशन और वेबसाइट, प्रेस रिलीज़ और भरोसेमंद सोर्स, AI के आधार पर तैयार की जाती है। कुछ आर्टिकल समझाने वाले या समरी के तौर पर दिए जा सकते हैं।

इस वेबसाइट पर पब्लिश जानकारी को कानूनी, फाइनेंशियल, मेडिकल या किसी दूसरी प्रोफेशनल सलाह का विकल्प नहीं मानना ​​चाहिए। कोई भी ज़रूरी फैसला लेने से पहले कृपया हमें बताएं।

अगर आपको लगता है कि इस वेबसाइट पर कोई भी कंटेंट आपके कॉपीराइट या किसी दूसरे अधिकार का उल्लंघन करता है, तो Contact Us पेज पर दिए गए ई-मेल के ज़रिए हमसे संपर्क करें। ठीक से रिव्यू करने के बाद ज़रूरी कदम उठाए जाएंगे।

इस वेबसाइट का इस्तेमाल करके, आप ऊपर दी गई शर्तों और डिस्क्लेमर से सहमत हैं।

Comments

Popular posts from this blog

ମୃତ୍ୟୁର ତାଣ୍ଡବଳୀଳା ରଚିଛି ଭୂମିକମ୍ପ, ନେଲାଣି ଅନେକ ଜୀବନ।

ଭୋଟର ଆଇଡି ସହିତ ମୋବାଇଲ ନମ୍ବରକୁ କିପରି ଲିଙ୍କ କରିବେ।

ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......