ଆଧାର କାର୍ଡ ରେ ନାମ ପରିବର୍ତନ ବା ସଂଶୋଧନ ପାଇଁ କିପରି କରିବେ ଆବେଦନ, ଆସନ୍ତୁ ଜାଣିବା......
ବର୍ତମାନ ସମୟରେ ଭାରତବର୍ଷ ରେ ଗୁରୁତ୍ୱପୂର୍ଣ ପରିଚୟ ପତ୍ର ହେଉଛି ଆଧାର | ଏହା ମାର୍ଚ୍ଚ 11 2016 ମସିହା ରେ ଆଧାର ଆଇନ -2016 ଓ 2018 ରେ ସୁପ୍ରିମକୋର୍ଟ ରାୟ ଦ୍ୱାରା ଆଇନଗତ ମାନ୍ୟତା ପାଇସାରିଛି |ପ୍ରଥମେ ଏହାକୁ money bill ଭାବେ ଲୋକସଭା ରେ ପାସ କରାଯାଇଥିଲା ପରେ ପରେ ଆଧାର ନମ୍ବର କୁ ଆଇନଗତ ମାନ୍ୟତା ମିଳିଲା | ଏଥରେ ଗୋପନୀୟତା କୁ ମୌଳିକ ଅଧିକାର ,ଆଧାର ନିଜସ୍ୱ ପରିଚୟ ପତ୍ର ,ନାଗରିକତ୍ବ ପ୍ରମାଣପତ୍ର ନୁହେଁ ,ଆପଣଙ୍କ ସମ୍ମତି ବିନା କେହି ବ୍ୟବହାର କରିପାରିବେ ନାହିଁ ,ଡାଟା ସୁରକ୍ଷିତ ପାଇଁ virtual id ବ୍ୟବହାର କରିପାରିବେ ଓ ଯେକୌଣସି ସ୍ଥାନରେ ବ୍ୟବହାର ଯୋଗ୍ୟ | ନାମ ,ଜନ୍ମ ତାରିଖ ,ଲିଙ୍ଗ ,ଓ ଠିକଣା କୁ ନେଇ ତଥ୍ୟ ରହିଛି |ସରକାରୀ ରିହାତି ଓ DBT ,LPG ,RATION ଓ କେତେକ ସରକାରୀ ଯୋଜନା ପାଇଁ ବ୍ୟବହାର ଯୋଗ୍ୟ | ଯଦି ଏହି ତଥ୍ୟ ରେ ତ୍ରୁଟି ରହେ ତେବେ ସେ କ୍ଷେତ୍ର ରେ କାର୍ଯ୍ୟ କରିବା ଅସମ୍ଭବ |ଏହି ଗୁରୁତ୍ୱପୂର୍ଣ ଚାରିଟି ...