Posts

Showing posts with the label ଡିଜିଟାଲ ଡକ୍ୟୁମେଣ୍ଟ।

ସୁରକ୍ଷିତ ଓ କ୍ଲାଉଡ଼ ଆଧାରିତ ପ୍ଲାଟଫର୍ମ "ଡିଜିଲକର"

Image
                                                                   ଭାରତ ସରକାରଙ୍କ ଡିଜିଟାଲ ଭାରତ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଡିଜିଲକର।  ଏହା ଏକ ସୁରକ୍ଷିତ କ୍ଲାଉଡ୍ ଆଧାରିତ ପ୍ଲାଟଫର୍ମ, ଯେଉଁଥିରେ ନାଗରିକମାନେ ନିଜର ଦରକାରୀ ଡକ୍ୟୁମେଣ୍ଟ (ଯଥା ପାନ ଆଧାର , ଡ୍ରାଇଭିଂ ଲାଇସେନ୍ସ, ଆରସି , ଶିକ୍ଷା ପ୍ରମାଣପତ୍ର ଓ ଅନ୍ୟାନ୍ୟ ପ୍ରମାଣପତ୍ର ଇତ୍ୟାଦି) କୁ ଡିଜିଟାଲ ଭାବରେ ସଂରକ୍ଷଣ କରିପାରନ୍ତି।  ଏହାକୁ Ministry of Electronics and Information Technology (MeitY) ଦ୍ୱାରା ପରିଚାଳିତ କରାଯାଉଛି। ଡିଜିଲକର କ’ଣ? ଡିଜିଲକର ହେଉଛି ଏକ ଡିଜିଟାଲ ଡକ୍ୟୁମେଣ୍ଟ ୱାଲେଟ,,ଯେଉଁଠାରେ ଆପଣ ନିଜର ଦଳିଲଗୁଡ଼ିକୁ ନିରାପଦ ଭାବରେ ରଖିପାରିବେ। ଏହା ଆଧାର ସହିତ ଲିଙ୍କ ହୋଇଥାଏ, ଯାହାଦ୍ୱାରା ଆପଣଙ୍କର ଡକ୍ୟୁମେଣ୍ଟ ସତ୍ୟତା ଯାଞ୍ଚ ଭାବରେ ଉପଲବ୍ଧ ହୁଏ। ଡିଜିଲକରର କାର୍ଯ୍ୟକାରିତା   ଡକ୍ୟୁମେଣ୍ଟ ସଂରକ୍ଷଣ ଆପଣ ନିଜର ସମସ୍ତ ଦରକାରୀ ଡକ୍ୟୁମେଣ୍ଟକୁ PDF, JPEG ଇତ୍ୟାଦି ଫର୍ମାଟରେ ଅପଲୋଡ଼ କରି ସୁରକ୍ଷିତ...