Posts

Showing posts with the label ଅଭିବୃଦ୍ଧି

ଦ୍ରୁତ ଓ ଅଭବୃଦ୍ଧିଶୀଳ EV ବଜାର ଭୁବନେଶ୍ୱର :-ସର୍ଭେ ରିପୋର୍ଟ

Image
ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାର ଓ ବଜାର ବିସ୍ତାର କ୍ଷେତ୍ରରେ ଭୁବନେଶ୍ୱର ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ସମ୍ପ୍ରତି ପ୍ରକାଶିତ ଏକ ସର୍ଭେ ଅନୁଯାୟୀ, ଭୁବନେଶ୍ୱର ବର୍ତ୍ତମାନ ଦେଶର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଇଲେକ୍ଟ୍ରିକ୍ ଭେହିକଲ୍ (EV) ବଜାର ଭାବେ ଉଭା ହୋଇଛି। ବଢ଼ୁଥିବା ପରିବେଶ ସଚେତନତା, ସରକାରଙ୍କ ପ୍ରୋତ୍ସାହନମୂଳକ ନୀତି, ଚାର୍ଜିଂ ଢାଞ୍ଚାର ବିକାଶ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ EV ପ୍ରତି ବଢ଼ୁଥିବା ଆସ୍ଥା ଏହି ସଫଳତାର ପ୍ରମୁଖ କାରଣ ବୋଲି  ରିପୋର୍ଟ ରେ ପ୍ରକାଶ ପାଇଛି  ।                                                                             ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାର ଓ ବଜାର ବିସ୍ତାର କ୍ଷେତ୍ରରେ ଭୁବନେଶ୍ୱର ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ସମ୍ପ୍ରତି ପ୍ରକାଶିତ ଏକ ସର୍ଭେ ଅନୁଯାୟୀ, ଭୁବନେଶ୍ୱର ବର୍ତ୍ତମାନ ଦେଶର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଇଲେକ୍ଟ୍ରିକ୍ ଭେହିକଲ୍ (EV) ବଜାର ଭାବେ ଉଭା ହୋଇଛି। ବଢ଼ୁଥିବା ପରିବେଶ ସଚେତନତା, ସରକାରଙ୍...