Posts

Showing posts with the label ଆଶାରାମ ବାପୁ

ଆଶାରାମ ବାପୁ ଙ୍କ ସ୍ୱାସ୍ଥ୍ୟଗତ କାରଣ ଜାମିନ ଯୋଗ୍ୟ ନହେଲେ ଜାମିନ ଦେବାକୁ ଅନିଛୁକ ସର୍ବୋଚ୍ଚ ଅଦାଲତ।

Image
                                                                             ଅବନତି ହେଲେ ବିଚାର କରିବେ ସୁପ୍ରିମ କୋର୍ଟ ୨୦୧୩ ମସିହାର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଆସାରାମ ବାପୁଙ୍କୁ ତୁରନ୍ତ ଅନ୍ତରୀଣ ଜାମିନ ଦେବାକୁ ସର୍ବୋଚ୍ଚ ଅଦାଲତ ଅସ୍ୱୀକାର କରିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଭାବେ ଅବନତି ହେଲେ ଏହି ଆବେଦନ ଉପରେ ବିଚାର କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।   ସୁପ୍ରିମ କୋର୍ଟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବା ପୂର୍ବରୁ କିମ୍ବା ସ୍ୱାସ୍ଥ୍ୟଗତ କାରଣ ସ୍ପଷ୍ଟ ଭାବେ ଜାମିନ ଯୋଗ୍ୟ ବୋଲି ପ୍ରମାଣିତ ନ ହେଲା ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେବାକୁ ଅଦାଲତ ଇଚ୍ଛୁକ ନୁହେଁ। ଏହା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଉତ୍ତର ଦାଖଲ କରିବାକୁ ସମୟ ଦିଆଯାଇଛି।  ଉଲ୍ଲେଖଯୋଗ୍ୟ, ୨୦୧୩ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଆସାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ବର୍ତ୍ତମାନ ସେ ନିଜ ଦୋଷସାବ୍ୟସ୍ତ...