Posts

Showing posts with the label FCRA

ଭାରତରେ ବିଦେଶୀ ଅନୁଦାନ ପାଇଁ ସକ୍ରିୟ NGOs ସଂଖ୍ୟା 27.7 ପ୍ରତିଶତ।

Image
ଭାରତରେ ବିଦେଶୀ ଅନୁଦାନ ଗ୍ରହଣ କରିବାକୁ ପଞ୍ଜୀକୃତ ହୋଇଥିବା ସମସ୍ତ ଏନଜିଓ (NGO) ଓ ସଂସ୍ଥାମାନଙ୍କ ମଧ୍ୟରୁ ବର୍ତ୍ତମାନ କେବଳ ୨୭.୭% (ପ୍ରାୟ ୨୮%) ସକ୍ରିୟ ଅଛନ୍ତି। ବାକି ୭୨.୩% ସଂସ୍ଥାର FCRA ଲାଇସେନ୍ସ ବାତିଲ୍ କିମ୍ବା ମିଆଦ ଶେଷ ହୋଇଯାଇଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ (MHA) ପକ୍ଷରୁ ଉପଲବ୍ଧ ତଥ୍ୟରେ ଏହି ଚିତ୍ର ସାମ୍ନାକୁ ଆସିଛି ରିପୋର୍ଟ ପ୍ରକାଶ ପାଇଛି।                                                            ପ୍ରକାଶିତ ରିପୋର୍ଟ ଆଧାରରେ....... ଭାରତରେ ବିଦେଶୀ ଅନୁଦାନକୁ ସ୍ୱଚ୍ଛ ଓ ଉତ୍ତରଦାୟୀ ରଖିବା ପାଇଁ Foreign Contribution (Regulation) Act (FCRA) ଅନୁଯାୟୀ ଏନଜିଓ, ଟ୍ରଷ୍ଟ, ସୋସାଇଟି ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କୁ ପଞ୍ଜୀକରଣ କରିବା ଆବଶ୍ୟକ। କିନ୍ତୁ ଗତ କିଛି ବର୍ଷ ଧରି କଠୋର ନିୟମ, ନିୟମିତ ଯାଞ୍ଚ ଏବଂ ଅନୁପାଳନରେ ତ୍ରୁଟି ଯୋଗୁଁ ହଜାର ହଜାର ସଂସ୍ଥା ସେମାନଙ୍କ ପଞ୍ଜୀକରଣ ହରାଇଛନ୍ତି।  ୧୫ ହଜାରରୁ ଅଧିକ ଏନଜିଓର FCRA ପଞ୍ଜୀକରଣ ବାତିଲ୍ ହୋଇଛି। ଅନେକ ସଂସ୍ଥା ନବୀକରଣ କରିନଥିବାରୁ ସେମାନଙ୍କ ଲାଇସେନ୍ସ ସ୍ୱତଃ ଅବୈଧ ହୋଇଯାଇଛ...