Posts

Showing posts with the label ୟୁନିଫର୍ମଡ୍ ସେବା ପରୀକ୍ଷା-୨୦୨୬

OUSSSC EXAM :2026 VACANCY 7268 post : ୟୁନିଫର୍ମଡ୍ ସେବା ପରୀକ୍ଷା-୨୦୨୬ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ।

Image
 OUSSSC EXAM-2026 VACANCY 7268 Post  published by: Greatfuture Info  ସଂକ୍ଷେପରେ:   ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ୭,୨୬୮ଟି ପଦବୀ ପାଇଁ ମିଳିତ ୟୁନିଫର୍ମଡ୍ ସେବା ପରୀକ୍ଷା-୨୦୨୬ ନିମନ୍ତେ ବିଜ୍ଞପ୍ତି ପ୍ରକାଶ । ଭୁବନେଶ୍ୱର ୨୩ ଅକ୍ଟୋବର : ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ବିଜ୍ଞାପନ ସଂଖ୍ୟା ୦୧ -CRE- ୨୦୨୬/OUSSSC, ତାରିଖ ୨୩.୧୦.୨୦୨୬ ମାଧ୍ୟମରେ ମିଳିତ ୟୁନିଫର୍ମଡ୍ ସେବା (ସ୍ନାତକ ଡିଗ୍ରୀଠାରୁ ନିମ୍ନ ସ୍ତର) ପରୀକ୍ଷା-୨୦୨୬ ଅଧୀନରେ କନଷ୍ଟେବଳ (ସିଭିଲ୍), କନଷ୍ଟେବଳ (କମ୍ୟୁନିକେସନ୍), କନଷ୍ଟେବଳ (ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ-OISF), ଅଗ୍ନିଶମ କର୍ମଚାରୀ, ଅଗ୍ନିଶମ ଗାଡ଼ି ଚାଳକ, ପୋଲିସ୍ ମୋଟର ପରିବହନ ବିଭାଗରେ ଡ୍ରାଇଭର ଏବଂ ଟ୍ରାଫିକ୍ କନଷ୍ଟେବଳ ଆଦି ପଦବୀରେ ମୋଟ ୭,୨୬୮ଟି ଖାଲି ପଦ ପୂରଣ ନିମନ୍ତେ ଆୟୋଗଙ୍କ ପକ୍ଷରୁ ବିସ୍ତୃତ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଇଛି ।      ଏହି ନିଯୁକ୍ତି ସମ୍ବନ୍ଧୀୟ ଖାଲି ପଦବୀର ବିବରଣୀ, ଯୋଗ୍ୟତା ମାନଦଣ୍ଡ, ପରୀକ୍ଷା ପ୍ରଣାଳୀ ଏବଂ ଅନ୍‌ଲାଇନ୍ ପଞ୍ଜୀକରଣ ଓ ଆବେଦନପତ୍ର ଦାଖଲର ସମୟସୂଚୀ ସମ୍ପର୍କରେ ଜାଣିବା ପାଇଁ ଇଚ୍ଛୁକ ଯୋଗ୍ୟ               ପ୍ରାର୍ଥିନୀ / ପ...