Posts

Showing posts from May, 2026

Economic survey mutual fund sip : ଗତ ୩ ବର୍ଷରେ ମ୍ୟୁଚୁଆଲ ଫଣ୍ଡ SIP ନିବେଶ ଦୁଇଗୁଣ ହୋଇଛି.:-ଅର୍ଥନୈତିକ ସର୍ଭେ….

Image
        Economic survey mutual fund sip :  ଭାରତୀୟ ପୁଞ୍ଜି ବଜାର ପ୍ରତି ସାଧାରଣ ନିବେଶକମାନଙ୍କ ଆଗ୍ରହ ବଢ଼ିବାର ଏକ ବଡ଼ ସଙ୍କେତ ମିଳିଛି। ନିକଟରେ ପ୍ରକାଶିତ ଅର୍ଥନୈତିକ ସର୍ବେକ୍ଷଣ  ରିପୋର୍ଟ ଏବଂ ଇକୋନୋମିକ୍ ଟାଇମ୍ସ  ଖବର ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ସିଷ୍ଟମେଟିକ୍ ନିବେଶ ଯୋଜନା(ଏସ .ଆଇ .ପି) ମାଧ୍ୟମରେ ହେଉଥିବା ମାସିକ ହାରାହାରି ନିବେଶ ପରିମାଣ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହା ସୂଚାଉଛି ଯେ ଭାରତୀୟ ଅର୍ଥନୀତିର ଭବିଷ୍ୟତ ଉପରେ ଲୋକଙ୍କର ବିଶ୍ୱାସ ବଢ଼ିବାରେ ଲାଗିଛି। ଅର୍ଥନୈତିକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ:-ନିବେଶରେ ବୃଦ୍ଧି: ମାସିକ ହାରାହାରି ସିଷ୍ଟମେଟିକ୍ ନିବେଶ ଯୋଜନା ପ୍ରବାହ ଗତ ତିନି ବର୍ଷ ମଧ୍ୟରେ ଦୁଇଗୁଣରୁ ଅଧିକ ହୋଇଛି। ଆର୍ଥିକ ବର୍ଷ FY22 ରେ ଏହା ପ୍ରାୟ ₹0.10 ଲକ୍ଷ କୋଟି ଥିବାବେଳେ FY25 (ଡିସେମ୍ବର ସୁଦ୍ଧା) ରେ ଏହା ପ୍ରାୟ ₹0.23 ଲକ୍ଷ କୋଟିରେ ପହଞ୍ଚିଛି।ଏସ .ଆଇ .ପି  ଆକାଉଣ୍ଟ ସଂଖ୍ୟା: ଭାରତରେ ମ୍ୟୁଚୁଆଲ ଫଣ୍ଡ୍ ରେ ସିଷ୍ଟମେଟିକ୍ ନିବେଶ ଯୋଜନା ଆକାଉଣ୍ଟ୍ ସଂଖ୍ୟା ୧୦ କୋଟି ଅତିକ୍ରମ କରିଛି, ଯାହା ନିବେଶ ସଂସ୍କୃତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି।  ନିବେଶକ: କେବଳ ୩ ବର୍ଷ ମଧ୍ୟରେ ଅନନ୍ୟ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ସଂଖ୍ୟା  ୨.୯ କୋଟିରୁ ୫.୬ କୋଟିକୁ ବୃଦ୍ଧି ପାଇଛି।...

UPSC exam face authentication report : UPSC ପରୀକ୍ଷ୍ୟାର୍ଥୀ ଙ୍କ ପରୀକ୍ଷ୍ୟା ହଲରେ "ମୁହଁ ପ୍ରମାଣିକରଣ" ବାଧ୍ୟତାମୂଳକ।

Image
    UPSC exam face authentication report :                                                                   ନିକଟରେ UPSC (Union Public Service Commission) ଅସଲି ପରୀକ୍ଷାର୍ଥୀ ଚି଼ହ୍ନଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏବେ UPSC ପରୀକ୍ଷାର୍ଥୀମାନଙ୍କ ପାଇଁ ପରୀକ୍ଷ୍ୟା ହଲରେ face authentication (ମୁହଁ ପ୍ରମାଣିକରଣ) ବାଧ୍ୟତାମୂଳକ କରିଛି । ଏହି ନୂତନ ବ୍ୟବସ୍ଥା ପରୀକ୍ଷାର ସୁରକ୍ଷା, ପ୍ରମାଣିକତା ଏବଂ ଅସଲି ପରୀକ୍ଷାର୍ଥୀ ଚି଼ହ୍ନଟ ପ୍ରକ୍ରିୟା କୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଖବର UPSC ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ୍ୟାଧିକ ପରୀକ୍ଷାର୍ଥୀ ଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ପୂର୍ବରୁ UPSC ପରୀକ୍ଷାରେ ଆଧାର କାର୍ଡ, ଅନ୍ୟ ପରିଚୟ ପତ୍ର , ଏବଂ ହଲ୍ ଟିକେଟ୍ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ପରିଚୟ ଯାଞ୍ଚ କରାଯାଉଥିଲା। କିନ୍ତୁ ଅନେକ ସମୟରେ ନକଲି ପରୀକ୍ଷାର୍ଥୀ ବା ସେ ସ୍ଥାନରେ ଅନ୍ୟ ଜଣେ ପରୀକ୍ଷା ଦେବା ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ ଆସୁଥିଲା। ଏହ...