Posts

Showing posts from August, 2026

ଭୋଟର ତାଲିକା ରେ ତ୍ରୁଟି ସୁଧାରିବା ପାଇଁ ସେପ୍ଟେମ୍ବର 3 ରୁ ଭୁବନେଶ୍ୱର ରେ ପାଇଲଟ ସର୍ଭେ ଓ ଅକ୍ଟୋବର ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ।

Published by: Greatfuture Info ଭୁବନେଶ୍ୱର, ୩୧ ଅଗଷ୍ଟ:  ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିର୍ବୁଲ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି। ଏହି ଅଭିଯାନର ପାଇଲଟ୍ ପ୍ରକଳ୍ପ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସେପ୍ଟେମ୍ବର ୩ରୁ ୧୧ ତାରିଖ ପର୍ଯ୍ୟନ୍ତ କରାଯିବ। ପାଇଲଟ୍ ସର୍ଭେ ଅଧୀନରେ ଭୁବନେଶ୍ୱରର ତିନିଟି ବିଧାନସଭା କ୍ଷେତ୍ରର ତିନିଟି ୱାର୍ଡରେ ଘରକୁ ଘର ସର୍ଭେ କରାଯିବ। ଏଥିରେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୧୦, ଭୁବନେଶ୍ୱର-ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନମ୍ବର ୫୨ ସାମିଲ ରହିଛି। ପାଇଲଟ୍ ସର୍ଭେର ଅଭିଜ୍ଞତା ଆଧାରରେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଘରକୁ ଘର ସର୍ଭେ କରାଯିବ। ଏହି ସର୍ଭେ ମାଧ୍ୟମରେ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ରଗୁଡ଼ିକର ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସୁବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ, ବର୍ତ୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍‌ରେ ସାମିଲ ହୋଇଥିବା ଭଳି ସମସ୍ୟା ଦେଖାଦେଉଛି। ଏହା ସହିତ କେତେକ ସ୍ଥାନରେ ଘର ନମ୍ବର ...

ସେପ୍ଟେମ୍ବରରେ 2 ରେ ୟୁଏନ୍‌ଡିପି ଓ ସିଭିକ୍‌ଡାଟାଲ୍ୟାବ୍‌ ସହ ଓସଡମା ର ଦୁଇ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ।

Published by: Greatfuture Info ଭୁବନେଶ୍ୱର, ୩୧/୦୮/୨୦୨୬: ଓଡ଼ିଶାରେ ବିପର୍ଯ୍ୟୟ ବିପଦର ଆକଳନ, ତଥ୍ୟ ପରିଚାଳନା, ଡିଜିଟାଲ୍ ଭିତ୍ତିଭୂମି ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ପକ୍ଷରୁ ୟୁଏନ୍‌ଡିପି (UNDP) ଏବଂ ସିଭିକ୍‌ଡାଟାଲ୍ୟାବ୍‌ (CDL - CivicDataLab) ସହ ଆସନ୍ତା ୨ ସେପ୍ଟେମ୍ବର ୨୦୨୬ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ। ଏହି ଦୁଇ ସହଭାଗିତା ମାଧ୍ୟମରେ ଓଡ଼ିଶାରେ ଅଧିକ ତଥ୍ୟଭିତ୍ତିକ, ପରସ୍ପର ସମନ୍ୱିତ ଏବଂ ବିପଦ-ସଚେତନ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ପଦକ୍ଷେପ ନିଆଯିବ। ଓସଡମା-ୟୁଏନ୍‌ଡିପି ବୁଝାମଣାପତ୍ର: ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ହାଜାର୍ଡ, ରିସ୍କ ଆଣ୍ଡ ଭଲ୍ନେରାବିଲିଟି ଆସେସମେଣ୍ଟ (ଏଚ୍‌ଆର୍‌ଭିଏ) କରିବ ନିମନ୍ତେ ଓସଡମା ଓ ୟୁଏନ୍‌ଡିପି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓସଡମା ପାଇଁ ଏକ ରାଜ୍ୟ-ମାଲିକାନାଧୀନ, ଜିଆଇଏସ୍‌ ସକ୍ଷମ ଏଚ୍‌ଆର୍‌ଭିଏ ପ୍ଲାଟଫର୍ମ ବିକଶିତ କରିବା। ଏହା ମାଧ୍ୟମରେ ରାଜ୍ୟରେ ବିଭିନ୍ନ ବିପଦର ତଥ୍ୟଭିତ୍ତିକ ଆକଳନ କରାଯାଇପାରିବ। ବିପଦ, ଏକ୍ସପୋଜର, ଭଲନରେବିଲିଟି ଏବଂ ସାମଗ୍ରିକ ବିପଦ ଆଶଙ୍କା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବା ସହ ବିଭିନ୍ନ ପ୍ରଶା...

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନ୍‌ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ :-ମୁଖ୍ୟମନ୍ତ୍ରୀ

Published by: Greatfuture Info ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୬:  ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଅନେକ ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ବର୍ଗର ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସତ୍ୱେ  ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କିନ୍ତୁ, ଆଡମିଶନ୍ ବେଳେ ଅର୍ଥ ଜମା କରିବା ପାଇଁ ସେମାନଙ୍କ ପାଖରେ ସମ୍ୱଳ ନଥାଏ । ଏଭଳି ଅନେକ ସମ୍ୱାଦ ନିୟମିତ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନ୍‌ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । ଏହି ଛାତ୍ରଛାତ୍ରୀମାନେ ସାଧାରଣତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ବୃତ୍ତି ପାଇଥାନ୍ତି । ତେବେ ଏହି ବୃତ୍ତି ଅର୍ଥ ପାଇବାର ପ୍ରକ୍ରିୟା ଶେଷ ହୋଇ ଟଙ୍କା ପାଇବା ବେଳକୁ ୩-୪ ମାସ ଲାଗିଥାଏ । ତେଣୁ ବର୍ତ୍ତମାନ ଏହି ବର୍ଗର ଛାତ୍ରଛାତ୍ରୀମାନେ ସେମାନଙ୍କ ବୃତ୍ତି ଟଙ୍କା ପାଇବା...

SCO Summit in Bishkek: 25 years of regional cooperation.

Published by: Greatfuture Info August 31, New Delhi:  The Shanghai Cooperation Organisation leaders are gathering in Bishkek for a summit marking 25 years of the bloc's existence. The 2-day meeting brings together 10 member-nations to discuss security, terrorism, trade and regional connectivity. This year carries special significance because it marks 25 years since the SCO was formally established in Kyrgyzstan, which has held the rotating chairmanship through 2025 and 2026. The theme to mark this occasion is '25 Years of the SCO: Together Towards Sustainable Peace, Development and Prosperity.' The organisation traces its roots back to 1996 when China, Russia, Kazakhstan, Kyrgyzstan and Tajikistan came together as what was known as the Shanghai Five, largely to resolve border issues and build trust after the Cold War. In 2001, Uzbekistan joined and the group was formally renamed the Shanghai Cooperation Organisation. Over the years it has grown well beyond its original secu...

PM Modi terms India’s 7.8% GDP growth a herculean feat.

Publisher:- Greatfuture Info August 31,    Prime Minister Narendra Modi has termed India’s exemplary GDP growth of 7.8% in the first quarter of Financial Year 2026-27 a herculean feat. In a social media post, the Prime Minister said that the achievement reflects the collective strength and resilience of the people of the country, despite oil price shocks, supply chain disruptions and global uncertainties. Meanwhile, Union Finance Minister Nirmala Sitharaman said that the credit for this strong performance goes to the people of the country and their hard work. The Finance Minister said that the reforms undertaken by the NDA Government, together with an agile management of the economy, are bearing results. She further said, Prime Minister Narendra Modi-led government remains committed to further expanding economic opportunities for all citizens.

Over 1,300 district-level Panch Sammelans organised nationwide for VB-G RAM G implementation: MoRD

Published by: Greatfuture Info August 31, 2026   More than one thousand three hundred district-level panch sammelans have been successfully organized across the country to facilitate the effective implementation of the Viksit Bharat-Guarantee for Rozgar and Ajeevika Mission (Gramin) VB-G RAM G Act, 2025. The Ministry of Rural Development said that through these Panch Sammelans, participation of more than 5.26 lakh Panchayati Raj representatives, functionaries, and officials has been ensured. It said that this achievement reflects the active participation, commitment and strong ownership demonstrated by States and Union Territories towards the effective implementation of the VB-G RAM G Act. The Ministry said that so far, 23 States and Union Territories have completed their scheduled Panch Sammelans. These include Andhra Pradesh, Assam, Bihar, Chhattisgarh, Goa, Gujarat, Haryana, Himachal Pradesh, Karnataka, Kerala, and Mizoram among others.

ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ‘ପ୍ରୟାସ’ ବୈଠକ ଅନୁଷ୍ଠିତ।

Image
Published by: Greatfuture Info ଭୁବନେଶ୍ୱର, ୩୦.୦୮.୨୦୨୬: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ସାମାଜିକ କ୍ଷେତ୍ରର ସମୀକ୍ଷା କରି ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି । ଲୋକସେବା ଭବନଠାରେ ଅନୁଷ୍ଠିତ  ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କିତ  ବିଭିନ୍ନ ସୂଚକର ସମୀକ୍ଷା କରାଯାଇଛି । ତଥ୍ୟଭିତ୍ତିକ ସମୀକ୍ଷା ସହ ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ସମସ୍ୟାର  ସମାଧାନ ଓ ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଛି  ।   ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରେ ଶିଶୁ ଓ ମାତୃ ପୋଷଣକୁ ଅଧିକ ପ୍ରଭାବୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଖାଦ୍ୟର ପରିମାଣ ସହିତ ପୃଷ୍ଟିସାର, ସ୍ନେହସାର  ଓ ବିଭିନ୍ନ ପୋଷକତତ୍ତ୍ୱର ସମନ୍ୱୟ ମାଧ୍ୟମରେ ପରିବାରସ୍ତରରେ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ପୋଷଣ-ବଗିଚା, ଘରୋଇ ପନିପରିବା ଓ ଫଳ ଚାଷ, ଚାରା ବଣ୍ଟନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତାଜା ପନିପରିବା ଯୋଗାଣକୁ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସରେ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି  । ରାଜ୍ୟରେ  ଅଙ୍ଗନବାଡ଼ି କେନ୍ଦ୍ରଗୁଡ...

NTA releases final answer keys for Joint CSIR-UGC NET examination.

Published by: Greatfuture Info NSD Delhi, August 29,    The National Testing Agency (NTA) has released the final answer keys for all five subjects of the Joint CSIR-UGC NET examination. Candidates who appeared for the examination can log in using their credentials to access and view the final answer key pertaining to their subject. The NTA said that for any clarification related to the examination, candidates can contact the NTA Help Desk through the details available on the official website. The Joint CSIR-UGC NET examination is conducted to determine the eligibility of Indian nationals for the award of Junior Research Fellowship, appointment as Assistant Professor, and admission to PhD programmes in Indian universities and colleges.

Workshop on voice culture underway in Akashvani Kohima.

Published by: Greatfuture Info August 28, Kohima:  A two-day workshop on Voice Culture and  Articulation jointly organised by National Academy of Broadcasting and Multimedia (NABM) Delhi, the apex training institution of Prasar Bharati, and Akashvani Kohima got underway today. The workshop aims to strengthen presentation skills, diction, and the effective use of intonation among dialect presenters, radio jockeys and news readers. Head of Office, Akashvani Kohima, K.K. Rengma, inaugurated the workshop, while ADG Training, Prasar Bharati, Rehan Ahmad Warsi, and DDG and Head of Office, NABM, Sunil Bhatia, joined the inaugural session virtually. Speaking at the programme, NABM Programme Executive Dr. D.K. Mazumder stressed the need to preserve the purity and authenticity of dialects. He said dialects carry the history, culture and identity of communities, making dialect announcers important custodians of linguistic and cultural heritage. Mr Mazumder emphasised diction, articulatio...

Canada-US trade tensions escalate over tariffs.

Published by: Greatfuture Info August 28, New Delhi:  The Canada–United States trade dispute is hardening, with neither side currently signalling an immediate return to negotiations. Canada has announced counter-tariffs on 27.6 billion Canadian dollars, which is approximately $20 billion, worth of American imports. Beginning September 8, duties of 15, 25 and 50% will be imposed on more than 700 categories of U.S.-made products. The highest tariff of 50% will apply to American steel, aluminum, furniture, clothing and apparel. Appliances, dairy products (including cheese), fish, seafood and certain steel and aluminum derivatives will face a 25% tariff. Selected electronics and tools will face duties of 15%. Canada’s existing counter-tariffs on American automobiles will also remain in place. Ottawa says the measures will match the latest American tariffs “dollar for dollar and rate for rate.” The retaliation follows the United States imposing 50% tariffs on approximately 27.6 billion ...

India, Canada discuss expanding trade by 2030.

Published by: Greatfuture Info Aug 28, New Delhi:  India has expressed its readiness to initiate negotiations on a Bilateral Investment Treaty with Canada at the earliest, as Finance Ministers Nirmala Sitharaman and Francois-Philippe Champagne concluded the inaugural Canada-India Finance Ministers’ Economic and Financial Dialogue and discussed ways to expand bilateral trade to Rs 4.65 lakh crore by 2030, as per the official joint statement released by India’s Ministry of Finance. According to the joint statement, following the inaugural Canada-India Finance Ministers’ Economic and Financial Dialogue, the discussions focused on strengthening economic and financial cooperation between the two countries, including enhanced trade and investment. During the dialogue, the two ministers exchanged views on global macroeconomic developments and domestic policy priorities and discussed the mutual benefits of strengthening bilateral economic and investment ties. The two sides also welcomed th...

13 PMGSY-IV projects to boost rural connectivity in Udhampur.

Image
Published by: Greatfuture Info JAMMU, August 28,    Rural road connectivity in Udhampur district is set to receive a major boost with 13 road projects worth Rs 110.80 crore sanctioned under the Pradhan Mantri Gram Sadak Yojana-IV (PMGSY-IV), Batch-I of 2026-27. Union Minister Dr Jitendra Singh, while informing about the sanctioned projects, said the initiative is aimed at improving connectivity to remote and far-flung areas and strengthening last-mile road infrastructure across the district. He said the projects reflect the priority being accorded to rural development and connectivity under the leadership of Prime Minister Narendra Modi. The sanctioned projects cover Ramnagar/Chanunta Dalsar, Jaganoo, Chenani and Udhampur blocks, with a total estimated cost of Rs 11,080.49 lakh, equivalent to Rs 110.80 crore. In Ramnagar/Chanunta Dalsar, two projects have been sanctioned for the Chanunta Khas to Nagrota Panjgrain road. The 1.602-km stretch from Km 2nd to Pathi Gair...

Vice President releases ‘Sankalp Se Siddhi Ka Modi Yug’ book.

Published by: Greatfuture Info August 27, New Delhi:  Vice President of India, C. P. Radhakrishnan, today released the book ‘Sankalp Se Siddhi Ka Modi Yug’, authored by Rajya Sabha MP Ghanshyam Tiwari, at Uprashtrapati Bhavan, New Delhi. Describing the title ‘Sankalp Se Siddhi Ka Modi Yug’ as carrying a powerful and inspiring message, C. P. Radhakrishnan said that resolve is not merely a wish but a firm determination backed by dedication, hard work and discipline. He said the book traces Bharat’s journey over the past 12 years, covering administrative achievements as well as an ideological renaissance, and presents this journey in the context of the vision of Viksit Bharat @ 2047. The Vice President highlighted the book’s effort to connect contemporary governance with the ideas and ideals of great national thinkers including Swami Vivekananda, Rabindranath Tagore, Keshav Baliram Hedgewar, Veer Savarkar and Atal Bihari Vajpayee. He noted that the author aptly describes Prime Ministe...

Road safety expedition by parivahan dept. latest news:ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ।

Image
                                Road safety expedition by parivahan dept. latest news: ଭୁବନେଶ୍ୱର, ୨୭/୦୮/୨୦୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ଭାବନା ‘ସୁରକ୍ଷା ପ୍ରତିଶ୍ରୁତି’କୁ ସଡ଼କ ସୁରକ୍ଷା ସହ ଯୋଡ଼ି ପରିବହନ ବିଭାଗ ପକ୍ଷରୁ ଆଜି ଏକ ନିଆରା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି। ରାକ୍ଷୀ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ପ୍ରତୀକ ନୁହେଁ, ଏହା ପରସ୍ପରର ସୁରକ୍ଷା ପାଇଁ ଏକ ପବିତ୍ର ପ୍ରତିଶ୍ରୁତି। ସେହିଭଳି, ରାସ୍ତାରେ ଯାତ୍ରା କରିବା ସମୟରେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ହେଉଛି ନିଜ ଜୀବନ ସହ ପରିବାର ଓ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ଏକ ଦାୟିତ୍ୱପୂର୍ଣ୍ଣ ପ୍ରତିଶ୍ରୁତି। ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟ୍ରାଫିକ୍ ନିୟମ ପାଳନ କରି ଦାୟିତ୍ୱବାନ ଭାବେ ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ପରିବହନ ଆୟୁକ୍ତ ଅମିତାଭ ଠାକୁର ସମ୍ମାନିତ କରିବା ସହ ପ୍ରଶଂସାପତ୍ର ଓ ଉପହାର ପ୍ରଦାନ କରିଥିଲେ। ବିଶେଷ ଭାବେ, ଚାଳକ ଓ ସହ-ଆରୋହୀ ଉଭୟ ହେଲମେଟ୍ ପିନ୍ଧିଥିବା ଦୁଇଚକିଆ ଯାନ ଚାଳକ, ସି...

Govt Ensures Onion Supply, Targets Price Pressures.

Image
Published by: Greatfuture Info Aug 26, New Delhi:  The Government has commenced  calibrated and targeted release of onions from the buffer stock  to ensure adequate availability and moderate seasonal price pressures in the coming months. The intervention is being undertaken through a  hybrid model of transportation comprising railway rakes and road transport , with supplies being directed to major consumption centres based on prevailing market conditions and price trends. Adequate Onion Availability and Robust Production Onion availability is comfortable to meet domestic demand in the coming months, supported by estimated production of  307.37 LMT in 2025-26 , broadly in line with the previous year's production of  307.67 LMT . Robust production, availability of buffer stocks and proactive market interventions are expected to ensure adequate supplies and moderate seasonal price pressures in the coming months. In view of the comfortable production outlook, t...

India to host 18th BRICS Summit on Sept 12-13.

Image
  Published by: Greatfuture Info Aug 27, New Delhi:  As BRICS Chair 2026, India will be hosting the 18th BRICS Summit on 12–13 September 2026 at Bharat Mandapam in New Delhi. The Summit will bring together leaders of BRICS Member and Partner Countries, as well as Outreach Invitees. India’s BRICS Chairship is guided by the theme: “Building for Resilience, Innovation, Cooperation and Sustainability”, reflecting Prime Minister Narendra Modi’s vision of a people-centric approach rooted in the spirit of “Humanity First.” In addition to these areas, the leaders will exchange views on strengthening intra-BRICS cooperation on common priorities and share perspectives on global and regional matters of mutual importance. Under India’s Chairship this year, over 350 meetings and high-level engagements have been held in over 25 cities across India to further strengthen the BRICS strategic partnership across three fundamental pillars: political and security, economic and financia...

Nepal flash flood claims nearly 160 lives; over 750 Missing, including 133 Indians.

Published by: Greatfuture Info Delhi, August 27,    In Nepal, nearly 160 people have been killed and over 750, including 133 Indian nationals, remain missing after a massive flash flood swept through central Nepal yesterday. Originating in Tibet, the flood devastated several towns and villages, washing away critical bridges and crippling a dozen hydropower projects. Nepal Foreign Minister Shisir Khanal told the parliament that an earthquake hit the Tibet region at 8:37 am (local time) and the flash floods were reported three minutes later, suggesting a glacial outburst due to tremors, which triggered the floods.  Nepal's National Disaster Risk Reduction and Management Authority said the massive flood entered the Trishuli River through the Bhote Koshi in Timure, a border town in Rasuwa district, due to the rockslide and swelling of the Lhende River situated along the Nepal-Tibet border. It then spread along the river course to other districts like Nuwakot, Chitwan, Gorkha,...

Iran vows retaliation against expanded US sanctions.

Published by: Greatfuture Info August 25, New Delhi:  Iran promised to retaliate against expanded U.S. economic sanctions, with Tehran expressing confidence that major trading partners would resist Washington's pressure campaign. Iran's Economy Chief Ali Madanizadeh dismissed new U.S. measures as another "failure," saying Tehran had anticipated them and has a two-year plan in place. He said the government understands "inflation," "currency pressure" and "shortages," but vowed Iran would not only defend itself. He said, "We know how to play this game" adding the unipolar era is over and some major countries have rejected the plan. Source :-PB-SHABD

PM Modi to Address Youth at Khelo India Dialogue.

Published by: Greatfuture Info Aug 26, New Delhi:  Prime Minister Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat. The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda. Source: pib.gov.in Courtesy:-PB:-SHABD

India has dispatched 10 tonnes of Humanitarian Assistance and Disaster Relief (HADR) assistance to support Nepal’s response to devastating floods.

Published by: Greatfuture Info Aug 26, New Delhi:  India has dispatched 10 tonnes of Humanitarian Assistance and Disaster Relief (HADR) assistance and essential medicines to support Nepal’s response to the devastating floods. The mountainous country was ravaged by floods, with a massive deluge sweeping through Nepal’s northern Rasuwa district. External Affairs Minister Dr. S. Jaishankar shared the update on social media platform  X . The Minister wrote, "Dispatched 10 tonnes of HADR assistance and essential medicines to support Nepal’s response to the devastating floods. Our thoughts are with the bereaved families and all those affected. In face of this challenge, India stands with Nepal and its people. " The death toll from the flash floods that struck the Nepal-Tibet border on Wednesday has risen to 95, with many tourists out of contact. In the still-unfolding disaster, videos showed dozens of people being swept away near the border, with authorities fearing a higher death ...

INS Sudarshini concluded its 3-day Lisbon port call strengthening India-Portugal naval ties through professional exchanges.

Published by: Greatfuture Info August 26, New Delhi:  Indian Navy’s sail training ship INS Sudarshini concluded her 3-day port call at Lisbon, Portugal, on August 25, as part of her ongoing Lokayan 26 transoceanic expedition. During the port call, the Commanding Officer of INS Sudarshini called on Rear Admiral Miguel Bessa Pacheco, Commandant, Portuguese Naval Academy, and Rear Admiral Joao Paulo Silva Pereira, Deputy Fleet Commander, Portuguese Navy. The engagements reinforced the institutional ties and mutual understanding between the two navies. As part of the professional engagements, sea trainees from the Indian Navy visited the Portuguese Naval Academy (Escola Naval), where they interacted with their Portuguese counterparts, toured the historic campus and training facilities, and exchanged perspectives on seamanship and tall-ship sail training. The port call also featured a deck reception onboard with senior Portuguese military officials, members of the diplomatic corps and t...

NSA Ajit Doval stressed the importance of peace and tranquillity along the India-China border.

Published by: Greatfuture Info August 26, New Delhi:  Concluding the 25th round of Special Representatives' Talks on the India China boundary question held in Beijing on August 25, National Security Advisor Ajit Doval highlighted the importance of maintaining peace and tranquility in the border areas for the continued development and progress of the bilateral relationship. The visit took place at the invitation of Chinese Foreign Affairs Minister Wang Yi, who co-chaired the talks alongside NSA Doval in their capacity as Special Representatives. The two sides noted the progress made in implementing the important consensus reached between their leaders in Kazan in October 2024 and Tianjin in August 2025. Both sides expressed satisfaction at the steady resumption of people-to-people and cross-border exchanges, including the ongoing Kailash Manasarovar Yatra and Border Trade through the three designated border trading passes. According to the Ministry of External Affairs, during the me...

Unified Payments Interface marks a decade of transforming digital payments in India.

Published by: Greatfuture Info Aug 25, New Delhi:  A decade of tapping, scanning and paying with ease. Under Prime Minister Narendra Modi's vision for a Digital India, The Unified Payments Interface (UPI) has transformed digital payments into an everyday habit, making payments faster, simpler and more accessible for common people . What began as an innovative payment system has evolved into a global benchmark for fast, seamless and inclusive digital transactions. India's digital payments ecosystem has undergone a remarkable transformation over the past decade. It is driven by the vision of creating a simple and secure payment system accessible to every citizen. The Unified Payments Interface (UPI), developed by the National Payments Corporation of India (NPCI), has emerged as a cornerstone of India’s digital payments revolution. Today, UPI is accepted in 11 countries, with Greece and the Maldives being the latest to adopt India's real-time payment platform. Source:-PB-SHABD

OUAT ଭୁବନେଶ୍ୱର ର 65 ତମ ପ୍ରତିଷ୍ଠା ଦିବସ ପାଳିତ।

Published by: Greatfuture Info ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ଵରର ୬୫ତମ ପ୍ରତିଷ୍ଠା ଦିବସ ପାଳିତ। ଓୟୁଏଟି ଅଡିଟୋରିୟମରେ ଏହାକୁ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗ ଦେଇଥିଲେ, ସଂମ୍ମାନିତ ଅତିଥି ଭାବେ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଓଡ଼ିଶାର ଏକମାତ୍ର କୃଷି ବିଶ୍ଵବିଦ୍ୟାଳୟ ଭାବେ ୧୯୬୨ ମସିହାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶିକ୍ଷା, ଗବେଷଣା, ସମ୍ପ୍ରସାରଣ, ଦକ୍ଷତା ବିକାଶ ସହିତ ଓଡ଼ିଶାର କୃଷି ଓ କୃଷକଙ୍କ ସେବାରେ ନିୟୋଜିତ ହେବା ପାଇଁ ପ୍ରତିବଦ୍ଧ । ୬୫ତମ ପ୍ରତିଷ୍ଠା ଦିବସ ଅବସରରେ କୃଷକ ମାନଙ୍କ ଉନ୍ନତି ସହିତ ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ପ୍ରଯୁକ୍ତି ଭିଭିକ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବାକୁ ବିଶ୍ଵବିଦ୍ୟାଳୟ ସର୍ବଦା ଚେଷ୍ଟିତ । ମିଳିତ ଜାତିସଂଘ ପକ୍ଷରୁ ୨୦୨୬ ବର୍ଷକୁ ‘ଅନ୍ତର୍ଜାତୀୟ ମହିଳା କୃଷକ ବର୍ଷ' ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ ଓୟୁଏଟି ପ୍ରତିଷ୍ଠା ଦିବସର ମୁଖ୍ୟ ବିଷୟବସ୍ତୁ ରହିଛି “ସଶକ୍ତ ମହିଳା କୃଷକ ଓ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀ" । ରାଜ୍ୟର ଏକକ କୃଷି ବିଶ୍ଵବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ଵବିଦ୍...

ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା :-ମୁଖ୍ୟମନ୍ତ୍ରୀ ।

Published by: Greatfuture Info ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬: ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା। ଲୋକଙ୍କ ସମସ୍ୟା ଶୁଣି, ତା’ର ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଆଜି ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବୃତି ରଖି କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୧୦ଜଣ ବରିଷ୍ଠ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ  ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟାକୁ ସହୃଦୟତାର ସହ ଶୁଣି ତା’ର ସମାଧାନ କରିବାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଯେଉଁଠି ଲୋକଙ୍କ ସମସ୍ୟା ଅଛି, ଆମ ସରକାର ସେଠାରେ ନିଶ୍ଚୟ ପହଞ୍ଚିଥାନ୍ତି। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ  ସବୁବେଳେ ଲୋକଙ୍କ ପାଖରେ ଆମେ ପହଞ୍ଚୁଛୁ ଓ ସେମାନଙ୍କୁ ସହାୟତା ପ୍ରଦାନ କରୁଛୁ। ୨୦୨୪ ମସିହାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରି ଆମେ ସହାୟତ...

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ।

Published by: Greatfuture Info ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬: ପୁରୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ଓ ୬ର ଉନ୍ନତିକରଣ କାର୍ଯ୍ୟ ପରିପ୍ରେକ୍ଷୀରେ, ପୂର୍ବତଟ ରେଳପଥ ପକ୍ଷରୁ ୨୫ ଅଗଷ୍ଟ ୨୦୨୬ରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କେତେକ ଟ୍ରେନ୍‌ର ସେବାରେ ସାମୟିକ ପରିବର୍ତ୍ତନ କରାଯାଇଛି। ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟକୁ ସୁରକ୍ଷିତ ଓ ସୁଗମ ଭାବେ ସମ୍ପାଦନ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି। ଟ୍ରେନ୍ ବାତିଲ ଟ୍ରେନ୍ ନମ୍ବର ୬୮୪୦୯ ଖୋର୍ଦ୍ଧା ରୋଡ୍–ପୁରୀ ମେମୁ ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ। ଏହାର ଫେରନ୍ତା  ଟ୍ରେନ୍ ଟ୍ରେନ୍ ନମ୍ବର ୬୮୪୧୦ ପୁରୀ–ଖୋର୍ଦ୍ଧା ରୋଡ୍ ମେମୁ ମଧ୍ୟ ଏହି ସମୟ ମଧ୍ୟରେ ବାତିଲ ରହିବ। ଟ୍ରେନ୍‌ର ସ୍ୱଳ୍ପ-ସମାପ୍ତି (Short-Termination) ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁରୀ ପରିବର୍ତ୍ତେ ଅନ୍ୟ ଷ୍ଟେସନରେ ଯାତ୍ରା ସମାପ୍ତ କରିବ: * ଟ୍ରେନ୍ ନମ୍ବର ୧୮୧୨୫ ରାଉରକେଲା–ପୁରୀ ଏକ୍ସପ୍ରେସ — ଖୋର୍ଦ୍ଧା ରୋଡ୍‌ରେ ୨୦:୩୦ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ। * ଟ୍ରେନ୍ ନମ୍ବର ୬୮୪୪୧ ଜଳେଶ୍ୱର–ପୁରୀ MEMU — ଖୋର୍ଦ୍ଧା ରୋଡ୍‌ରେ ୧୧:୦୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ। * ଟ୍ରେନ୍ ନମ୍ବର ୬୮୪୧୩ ତାଳଚେର–ପୁରୀ MEMU — ଖୋର୍ଦ୍ଧା ରୋଡ୍‌ରେ ୧୦:୦୫ ଘଣ୍ଟାରେ, ୨୫ ଅଗଷ୍ଟରୁ ୨୦ ...

ଦେବୋତ୍ତର ଆଇନ-୧୯୫୧ରେ ଆବଶ୍ୟକ ସଂଶୋଧନ, ଅଧିକାରୀଙ୍କ କ୍ଷମତା ବୃଦ୍ଧି ଓ କ୍ୟାଡର ପୁନର୍ଗଠନ ନେଇ ଉଚ୍ଚସ୍ତରୀୟ ବୈଠକ।

Image
Published by: Greatfuture Info ଭୁବନେଶ୍ୱର ୨୪.୦୮.୨୦୨୬: ରାଜ୍ୟରେ ଦେବୋତ୍ତର ବିଭାଗ ଅଧିନରେ ଅନେକ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନମାନ ରହିଛି । ଏଥି ମଧ୍ୟରୁ ଅନେକ ମନ୍ଦିର ଓ ମଠଗୁଡ଼ିକ ବହୁ ପୁରାତନ ହୋଇଥିବାବେଳେ ଏହାର ପରିଚାଳନା ନେଇ ସ୍ପଷ୍ଟ ନିୟମାବଳୀ ନାହିଁ । ଏହି କ୍ରମରେ ପ୍ରଚଳିତ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଚଳିତ ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ ଅନୁଯାୟୀ ସଂଶୋଧନ ନେଇ ଆଲୋଚନା ହୋଇଥିଲା । ଏଥି ସହିତ କମିଶନର, ଅତିରିକ୍ତ କମିଶନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା, କ୍ୟାଡର ପୁନର୍ଗଠନ, ଦେବୋତ୍ତର ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ସୁପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ । ଏହି ବୈଠକରେ ଲ’କମିଶନର ଜଷ୍ଟିସ୍‌ ବିଶ୍ୱନାଥ ରଥ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦ...

ଜାଇକା ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ- ଦ୍ୱିତୀୟର କାର୍ଯ୍ୟ ସମୀକ୍ଷା ବୈଠକ।

Image
Published by: Greatfuture Info ଭୁବନେଶ୍ୱର, ୨୪ ଅଗଷ୍ଟ ୨୦୨୬: ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (JICA) ସହାୟତାପ୍ରାପ୍ତ ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ଦ୍ୱିତୀୟ ପର୍ଯ୍ୟାୟର ସାମଗ୍ରିକ ଅଗ୍ରଗତି ନେଇ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରକଳ୍ପର ଭୌତିକ ଓ ଆର୍ଥିକ ଅଗ୍ରଗତି, ଚାଲୁଥିବା ସିଭିଲ୍‌ କାର୍ଯ୍ୟ, ଜଳସେଚନ କ୍ଷମତା ସୃଷ୍ଟି, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ ଏବଂ ବିଭିନ୍ନ ମୁଖ୍ୟ ଭିତ୍ତିଭୂମି ନିର୍ମାଣର ସ୍ଥିତି ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ପ୍ରକଳ୍ପର ଚାଲୁଥିବା ବିଭିନ୍ନ କାର୍ଯ୍ୟ ପ୍ୟାକେଜ୍‌ର ଅଗ୍ରଗତି ଉପରେ ଆଲୋଚନା ସହ ଜି-III ପ୍ୟାକେଜ୍‌ର କାର୍ଯ୍ୟାନ୍ୱୟନ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ବୈଠକରେ ନିର୍ଦ୍ଦେଶକ, ଆର୍‌ ଆଣ୍ଡ୍‌ ଆର୍‌ ଶ୍ରୀ ଅଶୋକ କୁମାର ବେହେରା , ଇଆଇସି କମ୍‌-ସ୍ୱତନ୍ତ୍ର ଶାସନ ସଚିବ ଇଂ. ବିଘ୍ନରାଜ ପୁରୋହିତ, ସମେତ ଆଭାସୀ ମାଧ୍ୟମରେ ଜାଇକା ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଂ. ବିଜ୍ଞାନ ପ୍ରସାଦ ସାହୁଙ୍କ ସମେତ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ, ପ୍ରକଳ୍ପ ପରିଚାଳନା ଦଳ ଏବଂ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପ୍ୟାକେଜ୍‌ର ଅଗ୍ରଗତି, ଜମି ଅଧିଗ୍ର...

ରାଜ୍ୟପାଳଙ୍କୁ ଭେଟିଲେ ମାଉଣ୍ଟ ୟୁନାମ ଆରୋହଣକାରୀ ମହିଳା ଦଳ।

Image
Published by: Greatfuture Info ଭୁବନେଶ୍ୱର, ଅଗଷ୍ଟ ୨୪: ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଶୃଙ୍ଗ ସଫଳତାର ସହ ଆରୋହଣ କରିଥିବା ଓଡ଼ିଶାର ମହିଳା ପର୍ବତାରୋହୀ ଦଳ ସୋମବାର ଦିନ ଲୋକ ଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଦଳର ସଫଳତା ପାଇଁ ସମସ୍ତ ସଦସ୍ୟଙ୍କୁ ରାଜ୍ୟପାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଅଭିଯାନ ସମୟରେ ସେମାନେ ସାମ୍ନା କରିଥିବା ଆହ୍ୱାନ ଓ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ। ଦଳର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ମାଉଣ୍ଟ ୟୁନାମ ଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୬ ଜଣଙ୍କୁ ମଝିରୁ ଫେରିବାକୁ ପଡ଼ିଥିଲା। ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ରାଜ୍ୟପାଳ କହିବା ସହ ଏହା ଅଧିକ ମହିଳାଙ୍କୁ ପର୍ବତାରୋହଣ ଓ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଦଳର ସଦସ୍ୟମାନଙ୍କ ଦୃଢ଼ ସଙ୍କଳ୍ପ, ସାହସ ଓ ଉତ୍ସାହକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ଆସୋସିଏସନ ଫର ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA)ର ଉପସଭାପତି ହରେଶ କୁମାର ମିଶ୍ର ଏବଂ ସଂଘର ସମ୍ପାଦକ ତଥା ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ। Source:PB-SHABD

ବାରଣାସୀଠାରେ ଓଡ଼ିଶା ପରବ ୨୦୨୬' ଅବସରରେ ଏକ 'ଓଡ଼ିଆ ପ୍ରବାସୀ ମିଳନ' ଅନୁଷ୍ଠିତ।

Image
Published by: Greatfuture Info ବାରଣାସୀ । ଭୁବନେଶ୍ବର, ୨୩ ଅଗଷ୍ଟ ୨୦୨୬: ବାରଣାସୀଠାରେ ଆୟୋଜିତ 'ଓଡ଼ିଶା ପରବ ୨୦୨୬' ଅବସରରେ ଏକ 'ଓଡ଼ିଆ ପ୍ରବାସୀ ମିଳନ' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରଣାସୀରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ, ସାଂସ୍କୃତିକ ବ୍ୟକ୍ତିତ୍ୱ, ପେଶାଦାର, ଅଧ୍ୟାପକ ଓ ଉଦ୍ୟୋଗୀମାନେ ଏକାଠି ହୋଇ ଓଡ଼ିଶା ସହିତ ସେମାନଙ୍କର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ଯୋଗସୂତ୍ରକୁ ଆହୁରି ମଜବୁତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ, ନିୟୋଜନ ଓ ସମନ୍ୱୟ ମନ୍ତ୍ରୀ ଶ୍ରୀ ଅନିଲ ରାଜଭର; ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ (ଆଇ.ଏ.ଏସ୍.); ପଦ୍ମଶ୍ରୀ ଶ୍ରୀଭାଷ ଚନ୍ଦ୍ର ସୁପକାର; ବାରଣାସୀ ଓଡ଼ିଆ ସମାଜର ସଭାପତି ପ୍ରଫେସର ଗୋପବନ୍ଧୁ ମିଶ୍ର ଏବଂ ଫିକି (FICCI) ଉତ୍ତର ପ୍ରଦେଶ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରତୀକ ହୀରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 'ଓଡ଼ିଶା ପରବ ୨୦୨୬'ର ଦ୍ଵିତୀୟ ଦିନରେ 'ଟୁରିଜମ୍‌ ଇନଭେଷ୍ଟର' ଏବଂ 'ବିଜନେସ୍-ଟୁ-ଗଭର୍ଣ୍ଣମେଣ୍ଟ (B2G)' ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହା...

ଲୋକସେବା ଭବନ କନଭେନସନ୍‌ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ।

Published by: Greatfuture Info ଭୁବନେଶ୍ୱର, ୨୨ ଅଗଷ୍ଟ ୨୦୨୬:      ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି, ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ ୨୦୨୬ ଅବସରରେ କହିଛନ୍ତି । ଲୋକସେବା ଭବନ କନଭେନସନ୍‌ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ଆଜି ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାର ବିଷୟବସ୍ତୁ ରହିଛି, Mission Zero-Ending Fatality in Sanitation Work ଅର୍ଥାତ୍, ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସଟି ସଫେଇ କର୍ମୀଙ୍କୁ ଜୀବନକୁ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।   ଉପସ୍ଥିତ ବିଶେଷଜ୍ଞ, ଅଧିକାରୀ ଓ ପରିମଳ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ଅଗଷ୍ଟ ...